ETV Bharat / state

ଆରଟିଓ କାର୍ଯ୍ୟାଳୟରେ କୋରୋନା; 15 ଯାଏଁ ଅଫିସ ବନ୍ଦ

author img

By

Published : Jul 12, 2020, 10:19 PM IST

ବାଲେଶ୍ବର ଆରଟିଓ କାର୍ଯ୍ୟାଳୟରେ ଜଣେ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଆସନ୍ତା 15 ତାରିଖ ଯାଏ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଧିକ ଖବର ପଢନ୍ତୁ...

ଆରଟିଓ କାର୍ଯ୍ୟାଳୟରେ କୋରୋନା; 15 ଯାଏଁ ଅଫିସ ବନ୍ଦ
ଆରଟିଓ କାର୍ଯ୍ୟାଳୟରେ କୋରୋନା; 15 ଯାଏଁ ଅଫିସ ବନ୍ଦ

ବାଲେଶ୍ବର: ଦିନକୁ ଦିନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ସରକାରୀ କାର୍ଯ୍ୟାଳୟ ଓ ଜନପ୍ରତିନିଧି ମାନଙ୍କ ମଧ୍ୟରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି। ସେମିତି ବାଲେଶ୍ବର ଆରଟିଓ କାର୍ଯ୍ୟାଳୟରେ ଜଣେ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

କର୍ମଚାରୀଙ୍କ କୋରୋନା ପଜିଟିଭ ଆସିବା ପରେ ଆସନ୍ତା 15 ତାରିଖ ଯାଏ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ବନ୍ଦ ସମୟ ଭିତରେ କାର୍ଯ୍ୟାଳୟ ପରିସର ସାନିଟାଇଜ କରାଯିବା ସହ କର୍ମଚାରୀଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.