ETV Bharat / state

ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି

author img

By

Published : Jul 14, 2020, 9:04 PM IST

ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲା ବାଲେଶ୍ୱର ଜିଲ୍ଲା ଆଚ୍ଛା ସଂଗଠନ।

cbi-investigation-demanded-into-aditya-dash-death
ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି

ବାଲେଶ୍ବର: ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲା ବାଲେଶ୍ୱର ଜିଲ୍ଲା ଆଚ୍ଛା ସଂଗଠନ। ଏ ନେଇ ଆଚ୍ଛା ସଂଗଠନ ପକ୍ଷରୁ ୨୦ ଦଫା ଦାବି ନେଇ ବାଲେଶ୍ଵର ଏସପିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସମାଜସେବୀ ତଥା ମୋଟିଭେସନାଲ ସ୍ପିକର ଆଦିତ୍ୟ ଦାଶଙ୍କ ଏପରି ସନ୍ଦେହ ଜନକ ମୃତ୍ୟୁ ସାଧାରଣରେ ଗ୍ରହଣୀୟ ନୁହେଁ ବୋଲି ସଂଗଠନ ପ୍ରକାଶ କରିଛି। ଦାବିପତ୍ର ପ୍ରଦାନ ବେଳେ ସଂଗଠନର ଜିଲ୍ଲା ସଭାପତି ବିନୋଦ କୁମାର ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ବିସ୍ମିତ ରଞ୍ଜନ ଦାସ, ରାଜ୍ୟ ସମ୍ପାଦକ ରଣଜିତ୍ କୁମାର ପୃଷ୍ଟିଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.