ETV Bharat / state

ବାଲେଶ୍ବରରେ ଜେଏନୟୁ ଆକ୍ରମଣ ବିରୋଧରେ କ୍ୟାଣ୍ଡେଲ ମାର୍ଚ୍ଚ

author img

By

Published : Jan 6, 2020, 11:54 PM IST

ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ବାଲେଶ୍ବର ଛାତ୍ର ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି।

candle march in balesore, balesore latest news, jnu student attack, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଜେଏନୟୁ ଆକ୍ରମଣ, ବାଲେଶ୍ବରରେ କ୍ୟାଣ୍ଡେଲ ମାର୍ଚ୍ଚ
ବାଲେଶ୍ବରରେ ଜେଏନୟୁ ଆକ୍ରମଣ ବିରୋଧରେ କ୍ୟାଣ୍ଡେଲ ମାର୍ଚ୍ଚ

ବାଲେଶ୍ବର: ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ବାଲେଶ୍ବର ଛାତ୍ର ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି।

ଫକୀର ମୋହନ କଲେଜ ସମ୍ମୁଖରେ ଜିଲ୍ଲା ଛାତ୍ର ସଭାପତି ସିମନ ଦାସମହାପାତ୍ରଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ଏକଜୁଟ ହୋଇ ଆକ୍ରମଣକୁ ନିନ୍ଦା କରିଥିଲେ ।

ବାଲେଶ୍ବରରେ ଜେଏନୟୁ ଆକ୍ରମଣ ବିରୋଧରେ କ୍ୟାଣ୍ଡେଲ ମାର୍ଚ୍ଚ

ଛାତ୍ର ସମାଜ ପ୍ରତି ହୋଇଥିବା ଅମାନୁଷିକ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଛାତ୍ରମାନେ ହାତରେ କ୍ୟାଣ୍ଡେଲ ଧରି ଆକ୍ରମଣର ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ଛାତ୍ର ବିଜେଡିର ବହୁ ସଦସ୍ୟ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ବାଲେଶ୍ୱର ଛାତ୍ର ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି।

ଫକୀର ମୋହନ କଲେଜ ସମ୍ମୁଖରେ ଜିଲ୍ଲା ଛାତ୍ର ସଭାପତି ସିମନ ଦାସମହାପାତ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ଏକଜୁଟ ହୋଇ ଆକ୍ରମଣକୁ ନିନ୍ଦା କରିଥିଲେ। ଛାତ୍ର ସମାଜ ପ୍ରତି ହୋଇଥିବା ଅମାନୁଷିକ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଛାତ୍ରମାନେ ହାତରେ କ୍ୟାଣ୍ଡେଲ ଧରି ଆକ୍ରମଣର ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ଛାତ୍ର ବିଜେଡିର ବହୁ ସଦସ୍ୟ ଉପସ୍ଥିତ ଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.