ETV Bharat / state

ଛେଳି ଖୋଜିବାକୁ ଯାଇ ଭାଲୁ ହାବୁଡ଼ରେ ପଡିଲେ ଯୁବକ

author img

By

Published : Apr 28, 2020, 6:53 PM IST

Updated : Apr 28, 2020, 7:24 PM IST

ଛେଳି ଖୋଜୁ ଖୋଜୁ ଭାଲୁର ଶୀକାର ହୋଇଛନ୍ତି ଗୁହାଳିଆ ଗ୍ରାମର କରୁଣାକର ମହାନ୍ତି । ଗୁରୁତର କରୁଣାକରଙ୍କୁ ଉଦ୍ଧାର କରି ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

ଛେଳି ଖୋଜିବାକୁ ଯାଇ ଭାଲୁ ହାବୁଡ଼ରେ ପଡିଲେ ଯୁବକ
ଛେଳି ଖୋଜିବାକୁ ଯାଇ ଭାଲୁ ହାବୁଡ଼ରେ ପଡିଲେ ଯୁବକ

ବାଲେଶ୍ଵର: ଜିଲ୍ଲା ନୀଳଗିରି ବନଖଣ୍ଡ ଅଧିନ ଗୁହାଳିଆ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ।

ମିଳିଥିବା ସୂଚନାନୁସାରେ, ଗୁହାଳିଆ ଗ୍ରାମର କରୁଣାକର ମହାନ୍ତି ମାଟିଆଖଣିଆ ଜଙ୍ଗଲକୁ ଛେଳି ଖୋଜିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ପରିବାର ଲୋକେ ଗୁରୁତର କରୁଣାକରଙ୍କୁ ଉଦ୍ଧାର କରି ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଭାଲୁ ଆକ୍ରମଣରେ କରୁଣାକରଙ୍କର ବାମ ଗୋଡ଼ ଓ ପିଠିରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 28, 2020, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.