ETV Bharat / state

ସିଟି ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଜୁଲମ, 10 ଦିନରୁ ଧାରଣାରେ ଛାତ୍ରଛାତ୍ରୀ

ପ୍ରଧାନ ଶିକ୍ଷୟତ୍ରୀଙ୍କ ଜୁଲମ ପ୍ରତିବାଦରେ 10 ଦିନ ହେଲା ଧାରଣାରେ ବସିଛନ୍ତି ସିଟି ସ୍କୁଲର ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ ।

STUDENT PROTEST
ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ
author img

By

Published : Dec 6, 2019, 5:28 PM IST

ବାଲେଶ୍ବର: ପ୍ରଧାନ ଶିକ୍ଷୟତ୍ରୀଙ୍କ ଜୁଲମ ପ୍ରତିବାଦରେ ସିଟି ସ୍କୁଲ ଛାତ୍ରଛାତ୍ରୀଙ୍କ ଧାରଣା । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 10 ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ ।

ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ

ଜିଲ୍ଲାରେ ଥିବା ବାଗୁଡି ପ୍ରାରମ୍ଭିକ ଶିକ୍ଷକ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀଙ୍କ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ହୋଇଛି । ମାଟି ହାଣିବା ଠାରୁ ଆରମ୍ଭ କରି ଘାସ ଓପାଡିବା, ଟ୍ରାକ୍ଟରରେ ମାଟି ସମତୁଳ କରିବା ଭଳି କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି ଶିକ୍ଷୟତ୍ରୀ । ଯାହାର ପ୍ରତିବାଦରେ ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ପ୍ରଧାନଶିକ୍ଷୟତ୍ରୀ ଜୟମାଳା ସେଠୀଙ୍କ ବଦଳି କରିବାକୁ ସେମାନେ ଦାବି କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ବାଗୁଡି ପ୍ରାରମ୍ଭିକ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀମାନେ 10ଦିନ ଧରି ଧାରଣାରେ ବସିଥିବା ଦେଖିବାକୁ ମିଳିଛି।

ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ଶାରିରୀକ ନିର୍ଯ୍ଯାତନା ଦେଉଥିବାର ଅଭିେଯାଗ ହୋଇଛି। ପ୍ରଧାନ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀଙ୍କୁ ମାଟି ହାଣିବା ,ଘାଷ ଉପାଡିବା, ଟ୍ରାକ୍ଟର ପକାଇଥିବା ମାଟି ସମତଳ କରିବା ପାଇଁଁ ବାଧ୍ୟ କରିବା ସହ ନିୟମ ଉଲଂଘନ କରି ଗଛ କାଟିବା ଆଦି କାମରେ ନିୟୋଜିତ କରାଉଛନ୍ତି। ଏଥିପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଜୟମାଳା ସେଠିଙ୍କ ବଦଳି ଦାବି କରି ଧାରଣା ଦିଆଯାଇଛି। ଏହି ଘଟଣାରେ ଉଚ୍ଚ ପଦସ୍ଥ ଅଧିକାରୀ ହସ୍ତକ୍ଷେପ କରିବା ପାଇଁ ଦାବି ହୋଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.