ETV Bharat / state

ଏନଆରସି ଲାଗୁ ଦାବିରେ ଏବିଭିପିର ତ୍ରିରଙ୍ଗା ଯାତ୍ରା - ଏନଆରସି ଲାଗୁ ଦାବିରେ ଏବିଭିପିର ତ୍ରିରଙ୍ଗା ଯାତ୍ରା

ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରିବା ସହ ରାଜ୍ୟରେ ଏନଆରସି ଲାଗୁ କରିବା ଦାବିରେ ବାଲେଶ୍ଵର ଏବିଭିପି ଶାଖା ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏନଆରସି ଲାଗୁ ଦାବିରେ ଏବିଭିପିର ତ୍ରିରଙ୍ଗା ଯାତ୍ରା
ଏନଆରସି ଲାଗୁ ଦାବିରେ ଏବିଭିପିର ତ୍ରିରଙ୍ଗା ଯାତ୍ରା
author img

By

Published : Dec 23, 2019, 2:43 PM IST

ବାଲେଶ୍ବର: ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରିବା ସହ ରାଜ୍ୟରେ ଏନଆରସି ଲାଗୁ କରିବା ଦାବିରେ ବାଲେଶ୍ଵର ଏବିଭିପି ଶାଖା ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ କଲେଜରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।

ଏନଆରସି ଲାଗୁ ଦାବିରେ ଏବିଭିପିର ତ୍ରିରଙ୍ଗା ଯାତ୍ରା

ଏହି ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଦେଶରେ ଚାଲିଥିବା ହିଂସାକାଣ୍ଡରୁ ଲୋକମାନେ ନିବୃତ୍ତ ରହିବା ପାଇଁ ଆହ୍ବାନ ଦିଆଯାଇଥିଲା। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ରାଜ୍ୟରେ ଏନଆରସି ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରିବା ସହ ରାଜ୍ୟରେ ଏନଆରସି ଲାଗୁ କରିବା ଦାବିରେ ବାଲେଶ୍ଵର ଏବିଭିପି ଶାଖା ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଫକୀର ମୋହନ କଲେଜରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଦେଶରେ ଚାଲିଥିବା ହିଂସାକାଣ୍ଡରୁ ଲୋକମାନେ ନିବୃତ୍ତ ରହିବା ପାଇଁ ଆହ୍ବାନ ଦିଆଯାଇଥିଲା। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ରାଜ୍ୟରେ nrc ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.