ETV Bharat / state

ମାଟ୍ରିକ ପରୀକ୍ଷାରେ ବିଫଳ ହୋଇ ଛାତ୍ରଙ୍କ ଆତ୍ମହତ୍ୟା

ବାଲେଶ୍ୱର ବସ୍ତା ଅଞ୍ଚଳରେ ଜଣେ ଛାତ୍ର ମାଟ୍ରିକ ପରୀକ୍ଷାରେ ବିଫଳ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  ।

author img

By

Published : May 21, 2019, 3:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ବାଲେଶ୍ୱର: ମାଟ୍ରିକ ପରୀକ୍ଷାରେ ବିଫଳ ହୋଇ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ସୂଚନା ଅନୁସାରେ, ଜିଲ୍ଲାର ବସ୍ତା ଥାନା ପାଣ୍ଡରୁଙ୍ଗି ଗ୍ରାମର ଅନନ୍ତ ସେଠୀଙ୍କ ପୁଅ ଶଙ୍କର୍ଷଣ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ଆଜି ଫଳ ପ୍ରକାଶ ପରେ ଶଙ୍କର୍ଷଣ ପରୀକ୍ଷାରେ ଫେଲ ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ।

ପରିବାର ଲୋକେ ତୁରନ୍ତ ବସ୍ତା ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶଙ୍କର୍ଷଣ ସଦର ବ୍ଲକ ମଣ୍ଡରୁକୁଲା ଗାନ୍ଧିଜୀ ହାଇସ୍କୁଲର ଛାତ୍ର ଥିଲେ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Slug- ଖୋର୍ଦ୍ଧାରେ ଝିଅଙ୍କ ତୁଳନାରେ ବାଜି ମାରିଲେ ପୁଅ

Format-AVB

Place- khurda,21.5.19

Visual-mojo

ଆଙ୍କର : ଖୋର୍ଦ୍ଧା ଜିଲ୍ଲାରେ ସମୁଦାୟ 125ଟି ପରୀକ୍ଷା କେନ୍ଦ୍ରରେ 338 ବିଦ୍ୟାଳୟର 27ହଜାର 918ଜଣ ପରୀକ୍ଷାର୍ଥୀ ଚଳିତ ବର୍ଷ ରେଗୁଲାର ମାଟ୍ରିକ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ଏ1 144 , ଏ2 981,ବି1 2055 , ବି2 3311, ସି 4721, ଡ଼ି 5977, ଇ 4777 ଜଣ ପାଇଛନ୍ତି । 5954ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉତିଣ୍ଣ ହୋଇପାରି ନଥିବା ବେଳେ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ଝିଅଙ୍କ ତୁଳନାରେ ପୁଅଙ୍କ ପାସ ହାର ଅଧିକା ରହିଛି । 21ହଜାର 963 ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ତନ୍ମଧ୍ୟରୁ ଝିଅଙ୍କ ସଂଖ୍ୟା 10ହଜାର 978 ଥିବା ବେଳେ ପୁଅଙ୍କ ସଂଖ୍ୟା 10ହାଜର 985 ରହିଛି । ଜିଲ୍ଲାରେ ଚଳିତ ମାଟ୍ରିକ ପରୀକ୍ଷାରେ 78.67  ପ୍ରତିଶତ ପାସ ହାର ରହିଛି । ସେହିପରି ଛାତ୍ରଛାତ୍ରୀ ମାନେ ନିଜର ସଫଳତାର ଶ୍ରେୟ କଠିନ ପରିଶ୍ରମ , ଅଭିଭାବକ ଓ ନିଜ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ।

ବାଇଟ 1- ସୌଭାଗ୍ୟ ଶତପଥୀ, ଛାତ୍ର
          2-ଅପର୍ଣ୍ଣା ଅଭିଲିପ୍ସା,ଛାତ୍ରୀ
          3-ବିଜୟ କୁମାର ପଣ୍ଡା,ଶିକ୍ଷକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.