ETV Bharat / state

ଅବକାରୀ ମୋବାଇଲ ୟୁନିଟର ଚଢାଉ, 600 ଲିଟର ଦେଶୀ ମଦ ଜବତ

author img

By

Published : Feb 21, 2021, 6:15 PM IST

ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢାଉରେ ବିପୁଳ ପରିମାଣରେ ମଦ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଅଧିକ ପଢନ୍ତୁ...

ଦେଶୀ ମଦ ଜବତ
ଦେଶୀ ମଦ ଜବତ

ବାଲେଶ୍ଵର: ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢାଉରେ ବିପୁଳ ପରିମାଣରେ ମଦ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି।

ଅବକାରୀ ଟିମ ପୁରୁଣା ବାଲେଶ୍ଵର ଅଞ୍ଚଳରେ ଚଢ଼ାଉ କରିଥିଲା। ଏକ ଅଟୋ ସହ 600 ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିରେ ରେମୁଣା ଅଞ୍ଚଳର ଅନନ୍ତ ଦିବେଦୀଙ୍କୁ ଗିରଫ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.