ETV Bharat / state

ଲୁଟେରାଙ୍କ ଗୁଳିମାଡ଼ରେ 5 ଗୁରୁତର

author img

By

Published : Jun 2, 2021, 10:21 AM IST

ବାଲେଶ୍ବର ସୋରରେ ଘରେ ପଶି ଗୁଳିକରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ଗୁଳିମାଡରେ 5 ଗୁରୁତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ଲୁଟେରାଙ୍କ ଗୁଳିମାଡ଼ରେ 5 ଗୁରୁତର, ସମସ୍ତଙ୍କୁ SCB ରେ ଭର୍ତ୍ତି

ବାଲେଶ୍ଵର: ଜିଲ୍ଲା ସୋର ଥାନା ସାଉଡ଼ ଗ୍ରାମର ଜଣେ ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍ । ରାତିରେ ଶୋଇଥିବା ସୟରେ ଘରେ ପଶି ବନ୍ଧୁକ ମୁନରେ କରିଛନ୍ତି ମୁଟ୍ । ଏଥିସହ ବ୍ୟବସାୟୀଙ୍କ ପରିବାର ଲୋକଙ୍କ ଉପରେ ଗୁଳି ଚାଳନା ମଧ୍ୟ କରିଛନ୍ତି ଦୁର୍ବୃତ୍ତ ।

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସୋରର ଜଣେ ସୁନା ଦୋକାନୀଙ୍କ ଘରେ ଲୁଟ କରିବା ସହ ପରିବାର ଲୋକଙ୍କୁ 3 ରାଉଣ୍ଡ ଗୁଳିମାଡ଼ କରିଛନ୍ତି । ଏଥିରେ 5 ଜଣ ପରିବାର ଲୋକେ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସୋର ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.