ETV Bharat / state

ଖଇରା ପୋଲିସ ହାତରେ 5 ଡକାୟତ - ଖଇରା ପୋଲିସ

ଖଇରା ପୋଲିସ ହାତରେ 5 ଡକାୟତ । ବିଭିନ୍ନ ମାରଣାସ୍ତ୍ର ସହ ମୋବାଇଲ ଫୋନ ଜବତ । ଗତ 8ତାରିଖରେ ସୋରରେ ଜଣେ ମହିଳାଙ୍କ ଠାରୁ କରିଥିଲେ ଲୁଟ । ଅଭିଯୋଗକୁ ଭିତ୍ତି କରି ପୋଲିସ କରୁଥିଲା ତଦନ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର
author img

By

Published : Aug 13, 2019, 9:48 PM IST

ବାଲେଶ୍ବର: 5 ଡକାୟତଙ୍କୁ ଗିରଫ କରିଛି ଖଇରା ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ ମୋବାଇଲ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ସୂଚନା ଅନୁସାରେ, ଗତ 8ତାରିଖରେ ସୋର ଠାରେ ଥିବା ଭାରତୀ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ମମତାମୟୀ ନାୟକ ଡଗରପଡାରୁ ଟଙ୍କା କଲେକ୍ସନ କରି ସୋର ଫେରୁଥିଲେ। ଡାଲଙ୍ଗ ରାସ୍ତାରେ ବାଇକରେ ତିନି ଦୁର୍ବୃତ୍ତ ଆସି ମମତାକୁ ଭୁଜାଲି ରେ ଆକ୍ରମଣ କରି ତାଙ୍କ ପାଖରେ ଥିବା 1ଲକ୍ଷ 60ହଜାର ଟଙ୍କା ଲୁଟି ନେଇଥିଲେ। ତିନି ଜଣଙ୍କ ମୁହଁରେ କପଡା ବନ୍ଧା ଯାଇଥିଲା ।

ଏ ସମ୍ପର୍କରେ ମମତା ଖଇରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ଖଇରା ଥାନା ଆଇଆଇସି ଲୋପାମୁଦ୍ରା ନାୟକ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ଗତକାଲି 2ଯୁବକ ତୁଡିଗଡ଼ିଆ ବଜାର ଥିବା ନେଇ ପୋଲିସ ବିଶେଷସୂତ୍ରରୁ ଖବର ପାଇ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ଅନ୍ୟ 3ଜଣଙ୍କ ପତ୍ତା ମିଳିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ଖଇରା ପୋଲିସ ଦ୍ବାରା 5 ଜଣ ଡକାୟତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ ମୋବାଇଲ ଜବତ କରିଛି ପୋଲିସ।

ସୂଚନା ଅନୁସାରେ, ଗତ 8ତାରିଖରେ ସୋର ଠାରେ ଥିବା ଭାରତୀ ଫାଈନାନ୍ସ କମ୍ପାନୀ କାମ କରୁଥିବା ମମତା ମୟୀ ନାୟକ ଡଗରପଡା ରୁ ଟଙ୍କା କଲେକ୍ସନ କରି ସୋର ଫେରୁଥିଲେ। ଡାଲଙ୍ଗ ରାସ୍ତା ରେ ଏକ ଗ୍ଲାମର ଗାଡ଼ିରେ ତିନି ଜଣ ଦୁର୍ବୃତ୍ତ ମୁହଁରେ କପଡା ବାନ୍ଧି ମମତା କୁ ଭୁଜାଲି ରେ ଆକ୍ରମଣ କରି ତାଙ୍କ ପାଖରେ ଥିବା 1ଲକ୍ଷ 60ହଜାର ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ ମମତା ଖଇରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୂଳେ ଖଇରା ଥାନା ଆଇଆଇସି ଲୋପାମୁଦ୍ରା ନାୟକ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ଗତକାଲି 2ଯୁବକ ତୁଡିଗଡ଼ିଆ ବଜାର ଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ଅନ୍ୟ 3ଜଣଙ୍କ ପତ୍ତା ମିଳିଥିଲା। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.