ETV Bharat / state

କେନାଲରେ ପଡି 4 ବର୍ଷର ଶିଶୁ ମୃତ - କେନାଲ

ପାଣିରେ ବୁଡ଼ିଗଲା 4 ବର୍ଷର ଶିଶୁ । ଖେଳୁଥବା ସମୟରେ କେନାଲରେ ପଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 12, 2019, 6:51 PM IST

Updated : Aug 12, 2019, 8:37 PM IST

ବାଲେଶ୍ବର: ଖଇରା ବ୍ଲକ ବରଦା ପଞ୍ଚାୟତରେ ଅଭାବନୀୟ ଘଟଣା । ଖେଳୁଥିବା ସମୟରେ କେନାଲରେ ପଡ଼ି 4 ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମିର୍ଜାପୁର ଗ୍ରାମର ଚନ୍ଦ୍ରମଣି ମୁର୍ମୁଙ୍କ ସ୍ତ୍ରୀ ବିଲରେ କାମ କରୁଥିବା ବେଳେ ହିଡରେ ତାଙ୍କର 4ବର୍ଷର ଶିଶୁପୁତ୍ରକୁ ବସାଇ ଦେଇଥିଲେ । ଶିଶୁଟି ଖେଳୁଥିବା ବେଳେ ପାଖରେ ଥିବା ଏକ କେନାଲରେ ପଡିଯାଇଥିଲା। ପିଲାଟିକୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

:

Intro:Body:ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବରଦା ପଞ୍ଚାୟତର ଏକ 4 ବର୍ଷର ବାଳକ ନାଳରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।
ମିର୍ଜାପୁର ଗ୍ରାମର ଚନ୍ଦ୍ରମଣି ମୁର୍ମୁଙ୍କ ସ୍ତ୍ରୀ ବିଲରେ କାମ କରୁଥିବା ବେଳେ ହିଡରେ ତାଙ୍କର 4ବର୍ଷର ଶିଶୁପୁତ୍ରକୁ ବସାଇ ଦେଇଥିଲେ। ଶିଶୁଟି ଖେଳୁଥିବା ବେଳେ ପାଖରେ ଥିବା ଏକ ନାଳରେ ପଡିଯାଇଥିଲା। ପିଲାଟିକୁ ଉଦ୍ଧାର କରି ଭଦ୍ରକ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। Conclusion:
Last Updated : Aug 12, 2019, 8:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.