ETV Bharat / state

ଚାଳ ଉପରୁ 11 ଫୁଟ ଅହିରାଜ ଉଦ୍ଧାର - 11 feet king cobra

ବାଲେଶ୍ଵର ବାବନ୍ଦ ଗ୍ରାମରୁ ଏକ 11 ଫୁଟ ଲମ୍ବର ଅହିରାଜ ଉଦ୍ଧାର କରାଯାଇଛି। ଅଧିକ ପଢନ୍ତୁ...

ବାସ ଗୃହରୁ 11 ଫୁଟ ଲମ୍ବର ଅହିରାଜ ଉଦ୍ଧାର
author img

By

Published : Nov 24, 2019, 8:52 PM IST

ବାଲେଶ୍ଵର: ଜିଲ୍ଲାର ନୀଳଗିରି ବ୍ଲକ ଅଧିନ ଶିଆଡ଼ିମାଳ ପଞ୍ଚାୟତର ବାବନ୍ଦ ଗ୍ରାମରୁ ଏକ 11 ଫୁଟ ଲମ୍ବର ଅହିରାଜ ଉଦ୍ଧାର କରାଯାଇଛି।

ବାସ ଗୃହରୁ 11 ଫୁଟ ଲମ୍ବର ଅହିରାଜ ଉଦ୍ଧାର

ଗ୍ରାମର ଜଗନ୍ନାଥ ବେହେରାଙ୍କ ଘର ଚାଳିଆରେ ଅହିରାଜ ସାପଟି ରହି ଗର୍ଜନ କରୁଥିବାବେଳେ ଘରଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ପରେ ୱାଇଲ୍ଡ ଲାଇଫ୍ ୱାର୍ଡେନ (wild life warden) ପ୍ରକାଶ ମର୍ଦରାଜ, ସାପ ଧରାଳି ଗୟାଧର ବେହେରା ଓ ବିରଜା ବେହେରା ପହଁଞ୍ଚି ସାପଟିକୁ ଉଦ୍ଧାର କରି କୁଲଡ଼ିହା ଅଭୟାରଣ୍ୟରେ ଛାଡିଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍କା ନୀଳଗିରି ବ୍ଲକ ଅଧିନ ଶିଆଡ଼ିମାଳ ପଞ୍ଚାୟତର ବାବନ୍ଦ ଗ୍ରାମରୁ ଏକ ୧୧ ଫୁଟ ଲମ୍ବର ଅହିରାଜ ଉଦ୍ଧାର କରାଯାଇଛି। ଗ୍ରାମର ଜଗନ୍ନାଥ ବେହେରାଙ୍କ ଘର ଚାଳିଆରେ ଅହିରାଜ ସାପଟି ରହି ଗର୍ଜନ କରୁଥିବାବେଳେ ଘରଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ପରେ wild life warden ପ୍ରକାଶ ମର୍ଦରାଜ ,ସାପ ଧରାଳି ଗୟାଧର ବେହେରା ଓ ବିରଜା ବେହେରା ପହଁଞ୍ଚି ସାପଟିକୁ ଉଦ୍ଧାର କରି କୁଲଡ଼ିହା ଅଭୟାରଣ୍ୟ ରେ ଛାଡିଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.