ETV Bharat / state

କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ଵାମୀ - କୂଅ ଭିତରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ଟିଟିଲାଗଡରେ କୂଅ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର । କେହି ମହିଳାଙ୍କୁ ହତ୍ୟା କରି କୂଅରେ ଫୋପାଡି ଦେଇଥିବା ଅଭିଯୋଗ ଆଣିଲେ ସ୍ବାମୀ। ଅଧିକ ପଢନ୍ତୁ...

କୂଅ ଭିତରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ଵାମୀ

author img

By

Published : Dec 24, 2020, 10:40 AM IST

ବଲାଙ୍ଗୀର:ଟିଟିଲାଗଡ ସହରରେ କୂଅ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାହାକୁ ନେଇ ତାଙ୍କ ସ୍ଵାମୀ ହତ୍ୟା ଅଭିଯୋଗ ଆଣିଛନ୍ତି। ତେବେ ଟିଟିଲାଗଡରେ ଆକାଶ ଫ୍ୟାନ୍ସି ନାମକ ଏକ ଫ୍ୟାନ୍ସି ଦୋକାନର ମାଲିକ ଆନନ୍ଦ ଅଗ୍ରୱାଲଙ୍କ ସର୍ଗିଗୁଡା ସ୍ଥିତ ବାସଭବନ ରେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ବାଡିପଟ କୂଅରୁ ଉଦ୍ଧାର ହୋଇଛି। ବୁଧବାର ଦୋକାନ ବନ୍ଦ କରି ଆନନ୍ଦ ଓ ତାଙ୍କ ପୁଅ ଘରକୁ ଆସିଥିବା ବେଳେ ତାଙ୍କ ସ୍ତ୍ରୀ ସୁମିତ୍ରା କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ଵାମୀଙ୍କୁ ଖୋଜି ପାଇନଥିଲେ।

କୂଅ ଭିତରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ଵାମୀ

ପରେ ତାଙ୍କ କୁଅରେ ପଡିଥିବା ଦେଖିବାକୁ ପାଇଥିଲେ। ଏବଂ ପରେ ପୋଲିସକୁ ଖବର ଦେବାପରେ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ ଶତପଥୀ ନିଜେ ପହଞ୍ଚି ଟିଟିଲାଗଡ ଥାନା ଏସଆଇ ସାବିତ୍ରୀ ହିକା ଓ ଏକ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ପୋଲିସ ଅଭିଯୋଗ ଅନୁସାରେ ତଦନ୍ତ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.