ETV Bharat / state

Land Dispute: ଜମିଜମା ବିବାଦକୁ ନେଇ ମହିଳାଙ୍କୁ ଗଳାକାଟି ହତ୍ୟା - ବଲାଙ୍ଗୀର ଜମିବାଡ଼ି ବିବାଦକୁ ନେଇ ହତ୍ୟା

ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ଭୁଆଁ ପଡ଼ା ଗ୍ରାମର ମହିଳା ସୀମାଞ୍ଜଳୀ ମାଝୀଙ୍କୁ ଜମିବାଡ଼ି ବିବାଦ(Land Dispute)କୁ ନେଇ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Land Dispute: ଜମିଜମା ବିବାଦକୁ ନେଇ ମହିଳାଙ୍କୁ ଗଳାକାଟି ହତ୍ୟା

author img

By

Published : Apr 27, 2022, 3:39 PM IST

ବଲାଙ୍ଗୀର: ବଲାଙ୍ଗୀରରେ ଜଣେ ମହିଳାଙ୍କୁ ଗଲା କାଟି ଅତି ବୀଭତ୍ସ ଭାବରେ ହତ୍ୟା କରାଯାଇଛି । ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ଭୁଆଁ ପଡ଼ା ଗ୍ରାମର ମହିଳା ସୀମାଞ୍ଜଳୀ ମାଝୀଙ୍କୁ ଜମିବାଡ଼ି ବିବାଦକୁ(Land Dispute) ନେଇ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି ।

ତେବେ ଆଜି(ବୁଧବାର) ସକାଳେ ମହିଳାଙ୍କୁ ଗଳାକାଟି ହତ୍ୟା କରିବା ସହ ମୃତଦେହକୁ ଗାଁ ମୁଣ୍ଡରେ ଫିଙ୍ଗି ଦୁର୍ବୃତ୍ତମାନେ ଫେରାର ମାରିଥିଲେ । ସେପଟେ ଘଟଣାସ୍ଥଳରେ ତୁଷୁରା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଏହି ଘଟଣାରେ ଜଣକୁ ଅଟକ ରଖିଥିବାର ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.