ETV Bharat / state

ପାରିବାରିକ କଳହରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ !

author img

By

Published : Jun 3, 2020, 6:55 AM IST

ଏମିତି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ୍ କାଲି ଝରନ୍ ଗାଁରୁ ।

wife-kills-husband-over-family-quarrel
woman-kills-husband-over-family-quarrel

ବଲାଙ୍ଗୀର: ନିଜ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଏମିତି ଏକ ଅଭିଯୋଗ ଆସିଛି ଜିଲ୍ଲା ପୁଇନ୍ତଲା ବ୍ଲକ୍ କାଲି ଝରନ୍ ଗାଁରୁ । ଏହି ଗାଁର ଧୀରଜ ସୁନା ଓ ତାଙ୍କ ସ୍ତ୍ରୀ ସୁରୁଚୀ ସୁନାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବା ବେଳେ ମଙ୍ଗଳବାର ଧୀରଜ ସୁନାର ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଥିଲା ।

ପାରିବାରିକ କଳହରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ !

ଏହା ପରେ ମୃତକଙ୍କ ବଡ଼ ଭାଇ ବଲାଙ୍ଗୀର ପୁଇଁନ୍ତଲା ଥାନାରେ ତାଙ୍କ ଭାଇବୋହୁ ହିଁ ହତ୍ୟା କରିଥିବାର ଲିଖିତ ଅଭିଯୋଗ ଆଣିଛନ୍ତି । ସେପଟେ ପୁଇନ୍ତାଳା ପୋଲିସ ଘଟାଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସବୁ ଜଣାପଡ଼ିବ ବୋଲି କହିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହୀଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.