ETV Bharat / state

2021 ସୁଦ୍ଧା ସରିବନି ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ - ବଲାଙ୍ଗୀର ଖୋର୍ଦ୍ଧା ରେଳପଥ

ବଲାଙ୍ଗୀର ଖୋର୍ଦ୍ଧା ରେଳପଥକୁ ନେଇ ପୁଣି ସୂଚନା ବଳରେ ମିଳିଛି ତଥ୍ୟ । ଯେଉଁଥିରୁ ବଲାଙ୍ଗୀର ଖୋର୍ଦ୍ଧା ରେଳ ପଥ 2021ରେ କୌଣସି ମତେ ସମ୍ପୂର୍ଣ୍ଣ ହେବ ନାହିଁ ବୋଲି ଜଣାପଡିଛି। ଜାଣନ୍ତୁ ପୁରା ଖବର...

କେବେ ସରିବ ବଲାଙ୍ଗୀର ଖୋର୍ଦ୍ଧା ରେଳପଥ ?
କେବେ ସରିବ ବଲାଙ୍ଗୀର ଖୋର୍ଦ୍ଧା ରେଳପଥ ?
author img

By

Published : Jan 14, 2020, 11:01 PM IST

ବଲାଙ୍ଗୀର: ବଲାଙ୍ଗୀର ଖୋର୍ଦ୍ଧା ରେଳପଥକୁ ନେଇ ପୁଣି ସୂଚନା ବଳରେ ମିଳିଛି ତଥ୍ୟ । ଯେଉଁଥିରୁ ବଲାଙ୍ଗୀର ଖୋର୍ଦ୍ଧା ରେଳ ପଥ 2021ରେ କୌଣସି ମତେ ସମ୍ପୂର୍ଣ୍ଣ ହେବ ନାହିଁ ବୋଲି ଜଣାପଡିଛି। ରେଳପଥ ପ୍ରକଳ୍ପକୁ ନେଇ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ଏହି ରେଳପଥ 2021ରେ କୌଣସି ମତେ ସମ୍ପୂର୍ଣ୍ଣ ହେବ ନାହିଁ ବୋଲି ଜଣାପଡିଛି।

କେବେ ସରିବ ବଲାଙ୍ଗୀର ଖୋର୍ଦ୍ଧା ରେଳପଥ ?

ଗତବର୍ଷ ଠିକ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀରରେ ବିଛୁ ପାଳି ପର୍ଯ୍ୟନ୍ତ 16 କିମି ରେଳପଥକୁ ନେଇ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ। ହେଲେ ଏହାକୁ ଏବେ ବର୍ଷେ ବିତିଥିବା ବେଲେ ଏହି କାମ ଏବେ ସୁଧା ଏକ ଇଞ୍ଚ ମଧ୍ୟ ଆଗକୁ ବଢିନାହିଁ । ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ପୂର୍ବତଟ ରେଳ ବିଭାଗକୁ ଏହା ଉପରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ ।

ଯାହା ଅନେକ କଥା ପଦାରେ ପକାଇଥିବା ବେଳେ ଏହି ରେଳପଥରେ ବଲାଙ୍ଗୀରରୁ ବିଛୁ ପାଳି ପର୍ଯ୍ୟନ୍ତ ମାତ୍ର ଗୋଟିଏ ଟ୍ରେନ ଚଳାଚଳ କରିଛି ଏବଂ ଦୈନିକ ଏଥିରେ ମାତ୍ର ଦୁଇଜଣ ଯିବା ଆସିବା କରୁଥିବା ବେଳେ ଦୈନିକ 20 ଟଙ୍କା ଆୟ କରିଛି ରେଳ ବିଭାଗ।

ଅର୍ଥାତ ଅଧାପନ୍ତରିଆ କାମ କରି ଲୋକ ଦେଖାଣିଆ ଓ ଭୋଟ ପାଇଁ ଏହି ଟ୍ରେନର ଶୁଭାରମ୍ଭ କରାଯାଇଥିବାର ସେ ଅଭିଯୋଗ ଆଣିଛନ୍ତି । ସେହିପରି ଏହି ଟ୍ରେନ ଲାଇନରେ ସୁବର୍ଣ୍ଣପୁର ପର୍ଯ୍ୟନ୍ତ କାମ କରି ଟ୍ରେନ ସେ ପର୍ଯ୍ୟନ୍ତ ଚଳାଇଲେ ରାଜସ୍ବ ବଢନ୍ତା ବୋଲି ସେ କହିଛନ୍ତି । ସମାନ ଭାବରେ ସୁବର୍ଣ୍ଣପୁର ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ଟ୍ରେନ ଲାଇନର କାମ ଆଦୌ ଆଗକୁ ବଢିନଥିବାର ସୂଚନାରୁ ଜଣାପଡ଼ିଛି। ଅର୍ଥାତ କେନ୍ଦ୍ର ଓ ରାଜ୍ୟ ସରକାର 2021 ପର୍ଯ୍ୟନ୍ତ ବଲାଙ୍ଗୀରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ରେଳ ଚଳାଚଳ କେବଳ ମାତ୍ର ପ୍ରତିଶୃତି ବୋଲି ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଖୋରଦା ରେଳ ପଥକୁ ନେଇ ପୁଣି ସୂଚନା ବଳରେ ମିଳିଛି ତଥ୍ୟ । ଯେଉଁଥିରୁ ବଲାଂଗୀର ଖୋର୍ଡ ରେଳ ପଥ 2021ରେ କୌଣସି ମତେ ସମ୍ପୂର୍ଣ ହେବ ନାହିଁ ବୋଲି ଜଣା ପଡିଛି।

Body:ବଲାଂଗୀର ଖୋରଦା ରେଳ ପଥକୁ ନେଇ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ଏହି ରେଳ ପଥ 2021ରେ କୌଣସି ମତେ ସମ୍ପୂର୍ଣ ହେବ ନାହିଁ ବୋଲି ଜଣା ପଡିଛି। ଗତ ବର୍ଷ ଠିକ ଏହି ସମୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀରରେ ବଲାଂଗୀର ପଟୁ ବିଛୁ ପାଳି ପର୍ଯ୍ୟନ୍ତ 16 କିମି ରେଳ ପଥରେ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ। ଏବଂ ଏହାକୁ ଏବେ ବର୍ଷେ ବିତିଥିବା ବେଲେ ଏହି କାମ ଏବେ ସୁଧା ଏକ ଇଞ୍ଚ ମଧ୍ୟ ଆଗକୁ ବଢି ନାହିଁ । ବଲାଙ୍ଗିରର ସୂଚନା ଅଧିକାର କାର୍ମୀ ହେମନ୍ତ ପଣ୍ଡା ପୂର୍ବ ତଟ ରେଲ ବିଭାଗ କୁ ଏହା ଉପରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ଯାହା ଅନେକ କଥା ପଦାକୁ ପକାଇଥିବା ବେଳେ ଏହି ରେଳ ପଥରେ ବଲାଂଗୀର ରୁ ବିଛୁ ପାଳି ପର୍ଯ୍ୟନ୍ତ ମାତ୍ର ଗୋଟିଏ ଟ୍ରେନ ଚଲା ଚାଲ କରିଛି। ଏବଂ ଦୈନିକ ଏଥିରେ ମାତ୍ର ଦୁଇଜଣ ଯିବା ଆସିବା କରୁଥିବା ବେଳେ ଦୈନିକ 20 ଟଙ୍କା ଆୟ କରିଛି ରେଳ ବିଭାଗ। ଅର୍ଥାତ ଅଧା ପାନ୍ତରିଆ କାମ କରି ଲୋକ ଦେଖାଣିଆ ଓ ଭୋଟ ପାଇଁ ଏହି ଟ୍ରେନ ର ଶୁଭାରମ୍ଭ କରାଅ ଯାଇଥିବାର ସେ ଅଭିଯୋଗ ଆଣିଛନ୍ତି । ସେହିପରି ଏହି ଟ୍ରେନ ଲାଇନରେ ସୁବର୍ଣ୍ଣ ପୁର ପର୍ଯ୍ୟନ୍ତ କାମ କରି ଟ୍ରେନ ସେ ପର୍ଯ୍ୟନ୍ତ ଚଳାଇଲେ ରାଜସ୍ୱ ବଢ଼ଂତା ବୋଲି ସେ କହିଛନ୍ତି । ସମାନ ଭାବରେ ସୁବର୍ଣ୍ଣ ପୁର ଠୁଁ ଦଶପଲ୍ଲା ପର୍ଯ୍ୟନ୍ତ ଟ୍ରେନ ଲାଇନର କାମ ଆଦୌ ଆଗକୁ ବଧିନଥିବାର ସୂଚନାରୁ ଜଣା ପଡ଼ିଛି। ଅର୍ଥାତ କେନ୍ଦ୍ର ଓ ରାଜ୍ୟ ସରକାର 2021 ପର୍ଯ୍ୟନ୍ତ ବଲାଂଗୀର ରୁ ଖୋରଦା ପର୍ଯ୍ୟନ୍ତ ରେଳ ଚଲା ଚାଲ କେବଳ ମାତ୍ର ପ୍ରତିଶୃତି ବୋଲି ସେ କହିଛନ୍ତି ।
ବାଇଟ ହେମନ୍ତ ପଣ୍ଡା ସୂଚନା ଅଧିକାର କାର୍ମୀ ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.