ETV Bharat / state

ବଲାଙ୍ଗୀରରେ ଆଉ ଦୁଇ କୋରୋନା ପଜିଟିଭ ଚିହ୍ନଟ - ବଲାଙ୍ଗୀର ଜିଲ୍ଲା ପ୍ରଶାସନ

ବଲାଙ୍ଗୀର ଜିଲ୍ଲାରେ ପୁଣି ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Two more COVID-19 Positive case in Balangir
ବଲାଙ୍ଗୀରରେ ଆଉ ଦୁଇ କୋରୋନା ପଜିଟିଭ ଚିହ୍ନଟ
author img

By

Published : Jun 29, 2020, 3:28 AM IST

ବଲାଙ୍ଗୀର: ଜିଲ୍ଲାରେ ପୁଣି ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପାଟଣାଗଡ଼ ବ୍ଲକ ଦମକୀପାଳିରୁ ଓ ବାଲିପଟାରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। ତେବେ ଏ ଦୁଇ ଜଣ ତାମିଲନାଡୁରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।

ବଲାଙ୍ଗୀରରେ ଆଉ ଦୁଇ କୋରୋନା ପଜିଟିଭ ଚିହ୍ନଟ

ରିପୋର୍ଟ ପଜିଟିଭ ଜଣାପଡିବା ପରେ, ଦୁଇ ଜଣକୁ ବଲାଙ୍ଗୀର କିମ୍ସ କୋଭିଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଦୁଇ ପଜିଟିଭ କେସକୁ ମିଶାଇ ବଲାଙ୍ଗୀରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 167ରେ ପହଞ୍ଚିଛି । ତେବେ ଆଶ୍ବସ୍ଥିର ଖବର ଯେ, ଏଥିମଧ୍ୟରୁ 147ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.