ETV Bharat / state

ବଲାଙ୍ଗୀରରେ ସିରିଜ ଚୋରି, ଦିନକରେ ଗାଁର 3 ଘରେ ବୁଲାଇଲେ କଳା କନା

author img

By

Published : Jun 3, 2021, 12:23 PM IST

ବଲାଙ୍ଗୀରରେ ଗୋଟିଏ ଗ୍ରାମର ତିନୋଟି ଘରେ କଳା କନା ବୁଲାଇଲେ ଚୋର । ବଲାଙ୍ଗୀର ପୁଇନ୍ତଲା ଥାନା ଅନ୍ତର୍ଗତ ଥେଲକୋ ମୁଣ୍ଡା ଗ୍ରାମରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ସିରିଜ ଚୋରି, ଦିନକରେ ଗୋଟିଏ ଗାଁର ତିନୋଟି ଘରେ କଳା କନା ବୁଲାଇଲେ ଚୋର

ବଲାଙ୍ଗୀର: ଜିଲ୍ଲାର ଗୋଟିଏ ଗ୍ରାମର ତିନୋଟି ଘରେ କଳା କନା ବୁଲାଇଲେ ଚୋର । ବଲାଙ୍ଗୀର ପୁଇନ୍ତଲା ଥାନା ଅନ୍ତର୍ଗତ ଥେଲକୋ ମୁଣ୍ଡା ଗ୍ରାମରେ ଘଟିଛି ଏଭଳି ଘଟଣା । ଏହି ଗ୍ରାମର ରାଜେଶ ରାଉତ ଓ ଅଗସ୍ତି ରାଉତଙ୍କ ଘରର ଝରକା ଭାଙ୍ଗି ଚୋର ମାନେ ସୁନା ଗହଣା ଓ ଦୁଇଟି ବାଇକ ଚୋରି କରିଥିବା ବେଳେ ସେହି ଗ୍ରାମର ଆଉ ଜଣେ ବାସିନ୍ଦା ବିନୟ ରାଉତଙ୍କ ଘରୁ ମଧ୍ୟ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବାର ଅଭିଯୋଗ ଆସିଛି।

ସେପଟେ ଏହାର ଅଭିଯୋଗ ପରେ ପୁଇନ୍ତଲା ପୋଲିସ, ସାଇଣ୍ଟି ଫିକ ଟିମ ସହ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି। ଗୋଟିଏ ଦିନରେ ଚୋରମାନେ ଏଭଳି କାଣ୍ଡ ଭିଆଇ ଥିବା ବେଳେ ତାଙ୍କୁ ଶୀଘ୍ର ଧରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ବାଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.