ETV Bharat / state

ଭୀମ ଭୋଇ ମେଡିକାଲ କଲେଜ ଆଇସିୟୁରେ ଜଣେ ରୋଗୀ କୋରୋନା ପଜିଟିଭ - ଭୀମ ଭୋଇ ମେଡିକାଲ କଲେଜ

ଆଇସିୟୁରେ ଥିବା ଜଣେ ରୋଗୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ୱାର୍ଡକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଅଧିକ ପଢନ୍ତୁ...

ଭୀମ ଭୋଇ ମେଡିକାଲ କଲେଜ ଆସିୟୁରେ ଜଣେ ରୋଗୀ କୋରୋନା ପଜିଟିଭ

author img

By

Published : Jul 30, 2020, 2:37 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି । ଯାହାକୁ ନେଇ ଆଜି (ଗୁରୁବାର) ଭୀମ ଭୋଇ ମେଡିକାଲ କଲେଜ ଆଇସିୟୁରେ ଜଣେ କୋରୋନା ପଜିଟିଭ ଜଣାପଡିବା ପରେ ସମ୍ପୃକ୍ତ ୱାର୍ଡକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି ।

ମେଡିକାଲର ଆଇସିୟୁ ୱାର୍ଡରେ ଭର୍ତ୍ତି ଥିବା ଜଣେ ରୋଗୀ କୋରୋନା ଆକ୍ରାନ୍ତ ଥିବାର ବୁଧବାର ଜଣାପଡିଥିଲା। ଏହା ପରେ ଏହି ୱାର୍ଡକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି । ସେହିପରି ଏଠାରେ ନିଯୁକ୍ତ ଥିବା ଡାକ୍ତର ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ସଂଗରୋଧକୁ ପଠାଇ ଦିଆଯାଇଛି ।

ଭୀମ ଭୋଇ ମେଡିକାଲ କଲେଜ ଆସିୟୁରେ ଜଣେ ରୋଗୀ କୋରୋନା ପଜିଟିଭ

ଏହାସହ ଏହି ୱାର୍ଡକୁ ସାନିଟାଇଜ ମଧ୍ୟ କରାଯାଉଛି । ତେବେ ଏହି ଅତି ସମ୍ବେଦନଶୀଳ ୱାର୍ଡ ବନ୍ଦ ହେବା ଫଳରେ ଗୁରୁତର ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବାଧା ପ୍ରାପ୍ତ ହେବ ସମ୍ଭାବନା ଦେଖାଦେଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.