ETV Bharat / state

ଢିଙ୍କିଆ ଜମି ଅଧିଗ୍ରହଣ ବିବାଦ ମାମଲାରେ ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର - ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କଲେ ନରସିଂହ

ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ

congress mla narsingh mishra byte on dhinkia
ଢିଙ୍କିଆ ଜମି ଅଧିଗ୍ରହଣ ବିବାଦ ମାମାଲରେ ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର
author img

By

Published : Jan 16, 2022, 10:24 PM IST

ବଲାଙ୍ଗୀର: ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ରାଜ୍ୟ ସରକାର ଏମିତି ମାଆକୁ ସମ୍ମାନ ଦେଉଥିବାର ସେ ଅଭିଯୋଗ କରିଛନ୍ତି । ପୋଲିସ ଢିଙ୍କିଆ ଗ୍ରାମବାସୀଙ୍କ ଉପରେ କରିଥିବା ଲାଠି ଚାଳନାକୁ ସେ ନିନ୍ଦା କରିଛନ୍ତି ।

ଢିଙ୍କିଆ ଜମି ଅଧିଗ୍ରହଣ ବିବାଦ ମାମାଲରେ ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର

ତେବେ ଓଡିଶା ପୋଲିସ ମହିଳା ଓ ଶିଶୁଙ୍କ ଉପରେ ବର୍ବୋରଚିତ ଅତ୍ୟାଚାର କରିଛି । ସେହିପରି ରାଜ୍ୟର ମୁଖ୍ୟମନ୍ତ୍ରୀ ମାଆଙ୍କୁ ସମ୍ମାନ କଥା କହୁଥିବା ବେଳେ ମାଆ ଓ ଶିଶୁଙ୍କୁ ଏଭଳି ସମ୍ମାନ ଦିଆଯାଉଛି । ଖୁବଶିଘ୍ର ଲୋକେ ଏହାର ଜବାବ ଦେବେ ବୋଲି ନରସିଂହ କହିଛନ୍ତି ।

ଅନ୍ୟପଟେ ପୋଲିସର ଅତ୍ୟାଚାର ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ଗାଁ ଲୋକେ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଇଂରେଜ ଶାସନ ଚଳିବ ନାହିଁ ବୋଲି ସେ କହିଥିବାବେଳେ ଗାଁ ଲୋକଙ୍କ ସହ ସରକାର ଆପୋଷ ଆଲୋଚନା କରି ସମସ୍ୟାର ସମାଧାନ କରିବା ଆବଶ୍ୟକ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.