ETV Bharat / state

ମନ୍ତ୍ରୀଙ୍କ ମାନବିକତା, ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ କଲେ ସାହାଯ୍ୟ - ଦୁର୍ଘଟଣାରେ ଆହତ ମହିଳାଙ୍କୁ ସାହାଯ୍ୟ

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଦୁର୍ଘଟଣାରେ ଆହତ ମହିଳାଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

_MINISTER HELP
ମନ୍ତ୍ରୀ ଟୁକୁନି ସାହୁଙ୍କ ମାନବିକତା, ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ କଲେ ସାହାଯ୍ୟ
author img

By

Published : Feb 4, 2020, 11:09 PM IST

ବଲାଙ୍ଗୀର: ମାନବିକତା ଦେଖାଇଲେ ମନ୍ତ୍ରୀ ଟୁକୁନି ସାହୁ । ଆହତ ମହିଳାଙ୍କୁ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ଟୁକୁନି । ଆଜି (ମଙ୍ଗଳବାର) ନିଜ ନିର୍ବାଚନା ମଣ୍ଡଳୀର ଗୁଡଭେଳାକୁ ଯାଉଥିଲେ ମନ୍ତ୍ରୀ । ରାସ୍ତାରେ ଦୁର୍ଘଟଣାରେ ଆହତ ଜଣେ ମହିଳାଙ୍କୁ ମେଡିକାଲରେ ପହଞ୍ଚାଇଥିଲେ ଟୁକୁନି ।

ମନ୍ତ୍ରୀ ଟୁକୁନି ସାହୁଙ୍କ ମାନବିକତା, ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ କଲେ ସାହାଯ୍ୟ

ସଙ୍ଗେସଙ୍ଗେ ଗାଡି ଅଟକାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ମହିଳାଙ୍କୁ ନିଜ ଗାଡିରେ ନେଇ ସଇଁତଳା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମନ୍ତ୍ରୀଙ୍କ ମାନବିକତାକୁ ନେଇ ଚାରିଆଡେ ଚର୍ଚ୍ଚା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଜଣେ ଦୁର୍ଘଟଣା ରେ ଆହତ ମହିଳାଙ୍କୁ ସାହାଯ୍ୟ କରି ଚର୍ଚ୍ଚା ରେ ଆସିଛନ୍ତି । Body:ବଲାଂଗୀର ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଜଣେ ଦୁର୍ଘଟଣା ରେ ଆହତ ମହିଳାଙ୍କୁ ସାହାଯ୍ୟ କରି ଚର୍ଚ୍ଚା ରେ ଆସିଛନ୍ତି । ଆଜି ମନ୍ତ୍ରୀ ନିଜ ନିର୍ବାଚନୀ ମଣ୍ଡଳୀ ର ଗୁଡଭେ ଲା କୁ ଯାଉଥିବା ବେଳେ ରାସ୍ତାରେ ଜଣେ ମହିଳା ମୋଟର ସାଇକଲ ଦୁର୍ଘଟଣାରେ ଆହତ ହୋଇ ଛଟପଟ ହେଉଥିବା ର ଦେଖିଥିଲେ। ଏବଂ ସେ ସେଠି ନିଜ ଗାଡ଼ି ଛିଡ଼ା କରି ସବୁ କଥା ବୁଝିବା ସହ ନିଜ ଗାଡିରେ ଆହତ ମହିଳାଙ୍କୁ ନେଇ ନିକଟସ୍ଥ ସଇଁତଳା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ଏବଂ ସେଠି ମହିଳାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଅସହାୟ ମହିଳା ଜଣକ ସାହାଯ୍ୟ ପାଇ ଥିଲେ । ଯାହାକୁ ନେଇ ସାରା ଅଞ୍ଚଲରେ ଚର୍ଚା ଜୋର୍ ଧରିଥିବା ବେଳେ ମନ୍ତ୍ରୀଙ୍କ ମହନୀୟତା ଓ ମାନବିକତା କୁ ଲୋକେ ଭୂରି ଭୂରି ପ୍ରଶଂସା କରୁଛନ୍ତି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.