ବଲାଙ୍ଗୀର : ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା ବଡି ବିଲ୍ଡିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା କଳିଙ୍ଗ ବଡ଼ି ବିଲଡିଂ ଓ ଫିଟନେଶ ସଂଘ ପକ୍ଷରୁ ଏହାର ଆୟୋଜକ କରାଯାଇଥିଲା। ସ୍ଥାନୀୟ ମିଶନ ପଡ଼ିଆରେ ଆୟୋଜିତ ଏହି ପ୍ରତିଯୋଗିତାରେ ପଶ୍ଚିମ ଓଡ଼ିଶାର 5 ଟି ଜିଲ୍ଲାର 150 ପ୍ରତିଯୋଗୀ ଭାଗ ନେଇଥିଲେ।
ତେବେ ଏମାନଙ୍କ ମଧ୍ୟରୁ 5 ଜଣକୁ ଚୟନ କରାଯାଇଥିଲା ।ଏମାନଙ୍କୁ ଆଗକୁ ଜାତୀୟ ସ୍ତରରେ ହେବାକୁଥିବା ବଡ଼ି ବିଲଡିଂ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ଦିଆଯିବ ବୋଲି ଆୟୋଜକ କହିଛନ୍ତି।
ବଲାଙ୍ଗୀରରୁ ସଏସ କେ ମହମ୍ମଦ ଓ୍ବାହିଦ ,ଇଟିଭି ଭାରତ