ETV Bharat / state

ଧାନ କିଣାରେ ଅବ୍ୟବସ୍ଥା ନେଇ ଜୟ କିଷାନ ସଂଗଠନର ଧାରଣା

ବଲାଙ୍ଗୀରରେ ରବି ଋତୁ ଧାନ କିଣାରେ ଘୋର ଅବ୍ୟବସ୍ଥାର ଅଭିଯୋଗ କରି ବଲାଙ୍ଗୀର ଜୟ କିଷାନ ସଂଗଠନ ସି ଏସ ଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ...

author img

By

Published : Jun 11, 2021, 9:54 AM IST

ଧାନ କିଣାରେ ଅବ୍ୟବସ୍ଥା ନେଇ ଜୟ କିଷାନ ସଂଗଠନର ଧାରଣା
ଧାନ କିଣାରେ ଅବ୍ୟବସ୍ଥା ନେଇ ଜୟ କିଷାନ ସଂଗଠନର ଧାରଣା

ବଲାଙ୍ଗୀର: ଜିଲ୍ଲାରେ ରବି ଋତୁ ଧାନ କିଣା ଚାଲିଛି। ତେବେ ଏହି ଧାନ କିଣାରେ ଘୋର ଅବ୍ୟବସ୍ଥା ଥିବା ବେଳେ ଚାଷୀ ହଇରାଣ ହେଉଥିବାର ଅଭିଯୋଗ କରି ଆଜି ବଲାଙ୍ଗୀରର ଚାଷୀ ସଂଗଠନ ଜୟ କିଷାନ ତରଫରୁ ଜିଲ୍ଲା ବେସାମରିକ ଯୋଗାଣ ବିଭାଗ ସମ୍ମୁଖରେ ଧାରଣା ଦେଇଥିଲେ।

ତେବେ ସରକାରଙ୍କ କେନ୍ଦ୍ରୀୟ ଟୋକନ ବ୍ୟବସ୍ଥାକୁ ଏମାନେ ବିରୋଧ କରିବା ସହ ମଣ୍ଡି ସବୁଠି ଚାଷୀଙ୍କ ଧାନ କ୍ରୟ ନହୋଇ ପଡି ରହିଥିବାରୁ ଏମାନେ ତୀବ୍ର ସମାଲୋଚନା କରିଛନ୍ତି। ସେହିପରି ଧାନ କିଣାରେ କଟନି ଛଟଣୀ ଓ ପିସି କାରବାରକୁ ମଧ୍ୟ ଏମାନେ ତୀବ୍ର ବିରୋଧ କରିବା ସହ ଏସବୁ ବନ୍ଦ କରିବାର ଦାବି କରିଛନ୍ତି। ତେବେ ଦାବି ପୂରଣ ନହେଲେ ଏମାନେ ଜିଲ୍ଲା ତମାମ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.