ETV Bharat / state

ଅବ୍ୟବସ୍ଥାରେ ଚାଲିଛି ଷ୍ଟାଫନର୍ସ ନିଯୁକ୍ତି, ଅସନ୍ତୋଷ ଆଶାୟୀ - ନର୍ସ ନିଯୁକ୍ତି ବେଳେ ବିଶୃଙ୍ଖଳା

ବଲାଙ୍ଗୀର ମେଡିକାଲ କଲେଜ ପାଇଁ ନିଯୁକ୍ତି ଚାଲିଥିବା ବେଳେ ଦେଖାଦେଇଥିଲା ବିଶୃଙ୍ଖଳା । 80ଟି ଖାଲି ପଦବୀ ପାଇଁ ପହଞ୍ଚିଥିଲେ 3000 ହଜାରରୁ ଉର୍ଦ୍ଧ୍ବ ଆଶାୟୀ । ଯାହା ଫଳରେ ସୃଷ୍ଟି ହୋଇଥିଲା ବିଶୃଙ୍ଖଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Nov 1, 2019, 11:04 PM IST

ବଲାଙ୍ଗୀର: ଷ୍ଟାଫ ନର୍ସ ନିଯୁକ୍ତି ସମୟରେ ବିଶୃଙ୍ଖଳା । ବଲାଙ୍ଗୀର ମେଡିକାଲ କଲେଜ ପାଇଁ ନିଯୁକ୍ତି ଚାଲିଥିବା ବେଳେ ଦେଖାଦେଇଥିଲା ବିଶୃଙ୍ଖଳା । 80 ଟି ଖାଲି ପଦବୀ ପାଇଁ ପହଞ୍ଚିଥିଲେ 3000 ହଜାରରୁ ଉର୍ଦ୍ଧ୍ବ ଆଶାୟୀ । ଯାହା ଫଳରେ ସୃଷ୍ଟି ହୋଇଥିଲା ବିଶୃଙ୍ଖଳା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ତେବେ ଆଶାୟୀ ମାନେ ଲମ୍ବା ଲାଇନରେ ଛିଡା ହୋଇଥିବା ବେଳେ ପିଇବା ପାଣି କିମ୍ବା କୌଣସି ଆଶ୍ରୟର ବ୍ୟବସ୍ଥା କରା ଯାଇନଥିଲା। ଫଳରେ ଆଶାୟୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ। ସେପଟେ ନିଯୁକ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯିବା ସମୟରେ ବ୍ୟବସ୍ଥା ସଠିକ ନଥିବାରୁ ହଜାର ହଜାର ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରଥମେ ଯିବା ପାଇଁ ଟଣାଓଟରା ଆରମ୍ଭ ହୋଇଥିଲା। ତେବେ ପରେ ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro: ବଲାଂଗୀର ଆଜି ଷ୍ଟାଫ ନର୍ସ ନିଯୁକ୍ତି ବେଳେ ବ୍ୟାପକ ଅନିୟମିତତା ସାଙ୍ଗକୁ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ଆଜି ବଲାଂଗୀର ମେଡିକାଲ କଲେଜ ପାଇଁ ଏହି ନିଯୁକ୍ତି ଥିବା ବେଳେ 80 ଟି ଖାଲି ପଦବୀ ପାଇଁ 3000 ହଜାର ରୁ ଉର୍ଧ୍ୱ ଆଶାୟୀ ପହଞ୍ଚିଥିଲେ। ଯାହା ଫଳରେ ଏତଗି ସବୁ ବ୍ୟବସ୍ତା ଯଥେଷ୍ଟ ନଥିବା ବେଳେ ବେଶ ନାକେ ଦାମ ହୋଇଥିଲା ପୋଲିସ।

Body: ବଲାଂଗୀର ଆଜି ଷ୍ଟାଫ ନର୍ସ ନିଯୁକ୍ତି ବେଳେ ବ୍ୟାପକ ଅନିୟମିତତା ସାଙ୍ଗକୁ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ବଲାଂଗୀର ସିଡିଏମ ଓ ଙ୍କ କାର୍ଯ୍ୟାଳୟରେ ଏହି ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା। ଏବଂ ଏଥିରେ ହଜାର ହଜାର ଯୁବତୀ ଯୁବକ ଚାକିରୀ ଖଣ୍ଡିଏ ପାଇଁ ଆସିଥିଲେ। ତେବେ ବଲାଂଗୀର ମେଡିକାଲ କଲେଜ ପାଇଁ ଏହି ନିଯୁକ୍ତି ଥିବା ବେଳେ 80 ଟି ଖାଲି ପଦବୀ ପାଇଁ 3000 ହଜାର ରୁ ଉର୍ଧ୍ୱ ଆଶାୟୀ ପହଞ୍ଚିଥିଲେ। ଯାହା ଫଳରେ ଏଠି ସବୁ ବ୍ୟବସ୍ତା ଯଥେଷ୍ଟ ନଥିବା ବେଳେ ବେଶ ନାକେ ଦମ ହୋଇଥିଲା ପୋଲିସ। ଚାକିରୀ ଆଶାୟୀ ମାନେ ଲମ୍ବା ଲାଇନରେ ଛିଡା ହୋଇଥିବା ବେଳେ ପିଇବା ପାଣି କିମ୍ବା କୌଣସି ଛାଇ ର ବ୍ୟବସ୍ତା କରା ଯାଇ ନ ଥିଲା। ଫଳରେ ଆଶାୟୀ ମାନେ ନାହିଁନ ଥିବା ଅସୁବିଧା ଭୋଗ କରିଥିଲେ। ସେହିପରି ନିଯୁକ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯିବା ସମୟରେ ବ୍ୟବସ୍ତା ତଗିକ ନଥିବାରି ହଜାର ହଜାର ଯୁବତୀ ଯୁବକଙ୍କ ମଧ୍ୟରେ ଠେଲା ପେଲା ଆରମ୍ଭ ହୋଇ ଅନାୟତ୍ତ ପରିସ୍ଥିତି ଉପୁଜି ଥିଲା। ପରେ ଘଟଣା ସ୍ଥଳକୁ ବଲାଂଗୀର ଟାଉନ ପୋଲିସ ପହଂଚି ସବୁକୁ ନିୟନ୍ତ୍ରଣ କରିଥିଲା ।
ବାଇଟ ଅଭିରାମ ନାୟକ ଆଶାୟୀ ଯୁବକ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.