ETV Bharat / state

ବଲାଙ୍ଗୀରରେ ଲକଡାଉନ ଆଇନ୍ ଉଲ୍ଲଘଂନ କରି ଶହେରୁ ଊର୍ଦ୍ଧ୍ବ ଗିରଫ - କୋରୋନା ଭାଇରସ ଖବର

ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ ସାରା ଭାରତକୁ ଲକଡାଉନ କରାଯାଇଛି । ବଲାଙ୍ଗୀରରେ ଚତୁର୍ଥ ଦିନରେ ଲକଡାଉନ ସଫଳ ହୋଇଥିବା ବେଳେ ଆଇନ୍ ଉଲ୍ଲଘଂନ କରି ଶହେରୁ ଉର୍ଦ୍ଧ୍ବ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

hundred-people-arrested-in-balangir-for-violating-lockdown-laws
ବଲାଙ୍ଗୀରରେ ଲକଡାଉନ ଆଇନ୍ ଉଲ୍ଲଘଂନ କରି ଶହେରୁ ଉର୍ଦ୍ଧ୍ବ ଗିରଫ
author img

By

Published : Mar 28, 2020, 10:37 PM IST

ବଲାଙ୍ଗୀର: ମହାମାରୀ କୋରୋନାକୁ ନେଇ ସାରା ଭାରତକୁ ଲକଡାଉନ କରାଯାଇଛି । ବଲାଙ୍ଗୀରରେ ଚତୁର୍ଥ ଦିନରେ ଲକଡାଉନ୍ ସଫଳ ହୋଇଥିବା ବେଳେ ଆଇନ୍ ଉଲ୍ଲଘଂନ କରି ଶହେରୁ ଉର୍ଦ୍ଧ୍ବ ଗିରଫ ହୋଇଛନ୍ତି ।

ବଲାଙ୍ଗୀରରେ ଲକଡାଉନ ଆଇନ୍ ଉଲ୍ଲଘଂନ କରି ଶହେରୁ ଊର୍ଦ୍ଧ୍ବ ଗିରଫ

ବଲାଙ୍ଗୀର ଜିଲ୍ଲାରେ କୋରୋନା ସତର୍କତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯାଇଛି । ଲକଡାଉନ୍ ଚତୁର୍ଥ ଦିନରେ ସଫଳ ହୋଇଛି କିନ୍ତୁ କିଛି ଲୋକ ନିର୍ଦ୍ଦେଶକୁ ଖୋଲା ଖୋଲି ଉଲ୍ଲାଘଂନ କରୁଥିବାରୁ ପୋଲିସ୍ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି । ପୋଲିସ ଶହେରୁ ଅଧିକ ଲୋକଙ୍କୁ ଗିରଫ କରିଛି । ଯେଉଁଥିରେ ଟିଟିଲାଗଡ଼ ଅଞ୍ଚଳରୁ 35ଜଣ କଣ୍ଟାବାଞ୍ଜି ଅଞ୍ଚଳରୁ 25ଜଣ ହୋଇଥିଲାବେଳେ ବଲାଙ୍ଗୀରରୁ 50 ଜଣ ଗିରଫ ହୋଇଛନ୍ତି । ତେବେ ଆଗକୁ ମଧ୍ୟ ଲକଡାଉନ୍କୁ କଡା କଡ଼ି କରାଯିବ । ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ପୋଲିସ କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.