ETV Bharat / state

ବଲାଙ୍ଗୀରରେ ବନ୍ୟାଞ୍ଚଳ ବୁଲିଲେ ପୂର୍ବତନ ସାଂସଦ

ପୂର୍ବତନ ବଲାଙ୍ଗୀର ବିଜେଡି ସାଂସଦ କଳିକେଶ ନାରାୟଣ ସିଂହ ଦେଓ ସୋମବାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ବନ୍ୟା ବିପନ୍ନଙ୍କୁ ବସ୍ତ୍ର ଆଦି ବଣ୍ଟନ କରିବା ସହ ଲକ୍ଷ୍ମୀ ଜୋରରେ ଥିବା ପ୍ରକଳ୍ପକୁ ନେଇ ତଦନ୍ତ ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Aug 26, 2019, 11:42 PM IST

ବଲାଙ୍ଗୀର: ଗତ 13 ଓ 14 ତାରିଖରେ ଲଗାଣ ବର୍ଷାରେ ବଲାଙ୍ଗୀର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସୋମବାର ପୂର୍ବତନ ବଲାଙ୍ଗୀର ବିଜେଡି ସାଂସଦ କଳିକେଶ ନାରାୟଣ ସିଂହ ଦେଓ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଥିସହିତ ବନ୍ୟା ବିପନ୍ନଙ୍କୁ ବସ୍ତ୍ର ଆଦି ବଣ୍ଟନ କରି ସେମାନଙ୍କ ସହ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର ସହରରେ ବନ୍ୟା ପାଇଁ ଲକ୍ଷ୍ମୀ ଜୋରରେ ହୋଇଥିବା ପ୍ରକଳ୍ପକୁ କଳିକେଶ ଦାୟୀ କରିଛନ୍ତି । ଲକ୍ଷ୍ମୀଜୋରରେ 14 କୋଟି ଟଙ୍କା ବ୍ୟୟରେ 6ଟି ବ୍ୟାରେଜ ସହ ଦୁଇ ପାର୍ଶ୍ଵରେ ବାଡ଼ ଦିଆଯାଇଛି । ମାତ୍ର ଯାହାର ନିର୍ମାଣ କାର୍ଯ୍ୟରେ ତ୍ରୁଟି ଥିବାରରୁ ବନ୍ୟା ପରିସ୍ଥିତି ସୃଷ୍ଟିର ହୋଇଥିବା ସେ କହିଛନ୍ତି ।

ତେବେ ଏହି ଜୋର ସର୍ବଦା ବଲାଙ୍ଗୀର ସହରର ବନ୍ୟା ଜଳ ନିଷ୍କାସନ କରୁଥିବାବେଳେ ଚଳିତ ବର୍ଷ ଏହା ବନ୍ୟାଜଳ ନିଷ୍କାସନ କରିବାରେ ବିଫଳ ହୋଇଛି । ତୁରନ୍ତ ଏହାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ଗତ 13 ଓ 14 ତାରିଖରେ ବଳଙ୍ଗରରେ ବନ୍ୟା ସବୁ କିଛି ଉଜାଡ଼ି ଦେଇଥିଲା । ତେବେ ଏହାର କାରଣ କୁ ନେଇ ଏବେ ଚର୍ଚ୍ଚା ଜୋର ହେବାରେ ଲାଗିଛି । ଯେଉଁଥିରେ ଆଜି ପୂର୍ବତନ ବଲାଂଗୀର ବିଜେଡି ସାଂସଦ କାଲିକେଶ ନାରାୟଣ ସିଂହ ଦେଓ ବନ୍ୟା କ୍ଷ୍ୟତି ଗ୍ରସ୍ତ ଅଂଚଳ ପରିଦର୍ଶନ କରି ଛନ୍ତି ।ନେବନ ବନ୍ୟା ବିପନ୍ନଙ୍କ କପଡା ସାଡ଼ି ବଣ୍ଟନ କରିବା ସହ ସମସ୍ତଙ୍କ ସହିତ ଆଲୋଚନ କରିଛନ୍ତି । ତେବେ ଏହାକୁ ନେଇ କାଲିକେଶ ନାରାୟଣ ସିଂ ଦେଓ ନିଜର ମତ ରଖିଛନ୍ତି । ଏବଂ ବଲାଂଗୀର ସହରରେ ବନ୍ୟା ପାଇଁ ଲକ୍ଷ୍ମୀ ଜୋରରେ ହୋଇଥିବା ପ୍ରକଳ୍ପକୁ ସେ ଦାୟୀ କରିଛନ୍ତି । ବଲାଂଗୀର ଲକ୍ଷ୍ମୀଜୋର ରେ 14 କୋଟି ଟଙ୍କା ବ୍ୟୟରେ ଛ ଟି ଵେରେଜ ସହ ଦୁଇ ପାର୍ଶ୍ଵରେ ବାଡ଼ ଦିଆ ଯାଇଛି । ଯାହାର ନିର୍ମାଣ କାର୍ଯ୍ୟରେ ତ୍ରୁଟି ଥିବାର ସେ କହିଛନ୍ତି । ଏବଂ ଏହି ଜୋର ବଲାଂଗୀର ସହରର ବନ୍ୟା ଜଳ ନିଷ୍କସନ ସବୁଥର କରି ଆସୁଥିବା ବେଳେ ଏଥର ଏହା ବିଫଳ ହୋଇଛି ବୋଲି ସେ କହିଛନ୍ତି ଏବଂ ଏହାର ଶୀଘ୍ର ତଦନ୍ତ ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Body:ଗତ 13 ଓ 14 ତାରିଖରେ ବଳଙ୍ଗରରେ ବନ୍ୟା ସବୁ କିଛି ଉଜାଡ଼ି ଦେଇଥିଲା । ତେବେ ଏହାର କାରଣ କୁ ନେଇ ଏବେ ଚର୍ଚ୍ଚା ଜୋର ହେବାରେ ଲାଗିଛି । ଯେଉଁଥିରେ ଆଜି ବନ୍ୟା କ୍ଷ୍ୟତି ଗ୍ରସ୍ତ ଅଂଚଳ ପରିଦର୍ଶନ କରି ପୂର୍ବତନ ବଲାଂଗୀର ବିଜେଡି ସାଂସଦ କାଲିକେଶ ନାରାୟଣ ସିଂ ଦେଓ ନିଜର ମତ ରଖିଛନ୍ତି । ଏବଂ ବଲାଂଗୀର ସହରରେ ବନ୍ୟା ପାଇଁ ଲକ୍ଷ୍ମୀ ଜୋରରେ ହୋଇଥିବା ପ୍ରକଳ୍ପକୁ ଦାୟୀ କରିଛନ୍ତି । ତଥା ଏହାର ତଦନ୍ତ ଦାବି କରିଛନ୍ତି ।
ବାଇଟ କାଲିକେଶ ନାରାୟଣ ସିଂହ ଦେଓ ପୂର୍ବତନ ଏମ ପି ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.