ETV Bharat / state

ତେଜିଲା ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି, ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଚାରି ଦିନିଆ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ଓକିଲ ସଂଘ ।

author img

By

Published : Jun 18, 2019, 2:01 PM IST

ଫଟୋ ସୌଜନ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ପୁଣି ତେଜିଲା ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ । ଦୀର୍ଘବର୍ଷ ହେବ ବଲାଙ୍ଗୀର ଓକିଲ ସଂଘ ଏଥିପାଇଁ ଆନ୍ଦୋଳନ କରି ଆସୁଥିବା ବେଳେ 6 ମାସ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି । ତେବେ ଆଜି ପୁଣି ଚାରି ଦିନିଆ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏଥିରେ ବଲାଙ୍ଗୀରର ସବୁ କୋର୍ଟ କଚେରୀ ସହ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ଓ ତହସିଲକୁ ବନ୍ଦ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସେହିପରି ଜିଲ୍ଲା ଓକିଲ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଏସଡିଜେଏମ କୋର୍ଟ ସମ୍ମୁଖରେ ଧାରଣା ଦିଆଯାଇଛି । ଯେଉଁଥିରେ ଓକିଲ ସଂଘର କର୍ମକର୍ତ୍ତା ସହ ସବୁ ଓକିଲମାନେ ସାମିଲ ହୋଇଛନ୍ତି । ତେବେ ସରକାର ଦାବି ନଶୁଣିଲେ ଆଗକୁ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଏମାନେ କହିଛନ୍ତି । ଆସନ୍ତା 20 ତାରିଖରେ ଏନେଇ ଓକିଲ ସଂଘ ପକ୍ଷରୁ ଏକ ବୈଠକ ଡକାଯାଇଛି । ଏହି ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀରରେ ପୁଣି ତେଜିଛି ସ୍ଥାୟୀ ହାଇ କୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ। ଦୀର୍ଘ ବର୍ଷ ହେବ ବଲାଂଗୀର ଓକିଲ ସଂଘ ଏଥିପାଇଁ ଆନ୍ଦୋଳନ କରି ଆସୁଥିବା ବେଳେ ଦୀର୍ଘ 6 ମାସ ହେବ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଆଜି ପୁଣି ଏମାନେ ତିନି ଦିନିଆ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏବଂ ଏଥିରେ ବଲାଂଗୀର ର ସବୁ କୋର୍ଟ କଚେରୀ ସହ ଜିଲ୍ଲାପାଳ କରାଜ୍ୟଳେ ଓ ତହସିଲ କୁ ବାଣ୍ଡ କରିଛନ୍ତି । ତେବେ ସରକାର ଦାବି ନ ଶୁଣିଲେ ଆଗକୁ ଏହି ଏହି ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ।

Body: ସ୍ଥାୟୀ ହାଇ କୋର୍ଟ ବେଞ୍ଚ ସ୍ଥାପନ ନେଇ ବଲାଙ୍ଗୀରରେ ପୁଣି ତେଜିଛି ଆନ୍ଦୋଳନ। ଦୀର୍ଘ ବର୍ଷ ହେବ ବଲାଂଗୀର ଓକିଲ ସଂଘ ଏଥିପାଇଁ ଆନ୍ଦୋଳନ କରି ଆସୁଥିବା ବେଳେ ଦୀର୍ଘ 6 ମାସ ହେବ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ସେହି ପରି ଏମାନଙ୍କୁ ସମର୍ଥନ ଦେଇ ବଲାଂଗୀର କ୍ରିୟା ଅନୁଷ୍ଠାନ ଆନ୍ଦୋଳନ କରୁଥିବା ବେଳେ ବଲାଂଗୀର ବନ୍ଦ ମଧ୍ୟ କରି ସାରିଛି । ସେପଟେ ସ୍ଥାୟୀ ହାଇ କୋର୍ଟ ବେଞ୍ଚ ଦାବି ନେଇ ପୂଣ୍ଣି ଓକିଲ ସଂଘ ଏବେ ତିନି ଦିନିଆ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏବଂ ଏଥିରେ ବଲାଂଗୀର ର ସବୁ କୋର୍ଟ କଚେରୀ ସହ ଜିଲ୍ଲାପାଳ କରାଜ୍ୟଳେ ଓ ତହସିଲ କୁ ବନ୍ଦ କରିଛନ୍ତି । ସେହିପରି ଜିଲ୍ଲା ଓକିଲ ସଂଘ ତରଫ ରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଓ ଏସ ଦି ଯେ ଏମ କୋର୍ଟ ସମ୍ମୁଖରେ ଧାରଣା ଦିଆ ଦିଆ ଯାଇଛି । ଯେଉଁଥିରେ ଓକିଲ ସଂଘର କର୍ମକର୍ତା ସହ ସବୁ ଓକିଲ ମାନେ ସାମିଲ ହୋଇଛନ୍ତି । ତେବେ ସରକାର ଦାବି ନ ଶୁଣିଲେ ଆଗକୁ ଏହି ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଏମାନେ କହିଛନ୍ତି ।
ବାଇଟ ପ୍ରମୋଦ ତ୍ରିପାଠୀ ସଭାପତି ବଲାଂଗୀର ଓକିଲ ସଂଘ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.