ETV Bharat / state

ବର୍ଷା ନାହିଁ, ଚିନ୍ତାରେ ଚାଷୀ - rain

ବିଳମ୍ବରେ ଚାଷ କାମ ଆରମ୍ଭ ହୋଇଥିବା ବେଳେ ଏବେ ବର୍ଷା ନହେବା କାରଣରୁ ଚିନ୍ତାରେ ଚାଷୀ । ଆଗାମୀ ସାତ ଦିନ ମଧ୍ୟରେ ବର୍ଷା ନହେଲେ ଗଜା ମରୁଡି ସୁନିଶ୍ଚିତ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jul 9, 2019, 11:14 PM IST

ବଲାଙ୍ଗୀର: ଗୋଟିଏ ପଟେ ବିଳମ୍ବରେ ଚାଷ କାମ ଆରମ୍ଭ ହୋଇଥିବା ବେଳେ ଏବେ ବର୍ଷା ନହେବା କାରଣରୁ ଚିନ୍ତାରେ ଚାଷୀ । ଆଗାମୀ ସାତ ଦିନ ମଧ୍ୟରେ ବର୍ଷା ନହେଲେ ଗଜା ମରୁଡି ସୁନିଶ୍ଚିତ ବୋଲି ଜଣାପଡିଛି । ଯାହାକୁ ନେଇ ଧାର କରି ମଞ୍ଜି ବିହନ ଓ ସାର ଯୋଗାଡ଼ କରିଥିବା ଚାଷୀ ଏବେ ଚିନ୍ତାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର ଜିଲ୍ଲାରେ ଜଳ ସେଚନ ସୁବିଧା 3 ପ୍ରତିଶତ ଥିବାବେଳେ ଚାଷ କାର୍ଯ୍ୟ ବର୍ଷା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଏ । ତେବେ ଜୁନ ମାସରେ ସାଧାରଣତଃ ଚାଷ କାମ ଆରମ୍ଭ ହେଉଥିବା ବେଳେ ଏଥର ବିଳମ୍ବରେ ଆରମ୍ବ ହୋଇଥିଲା ଚାଷ କାର୍ଯ୍ୟ । ମାତ୍ର ଏଥର ଜୁଲାଇ ମାସ ଅଧା ହେବାକୁ ଥିବାବେଳେ ଭଲ ବର୍ଷା ହୋଇନାହିଁ । ଆଉ ଆସନ୍ତା ସାତ ଦିନ ମଧ୍ୟରେ ବର୍ଷା ନହେଲେ ଏହି ଧାନ ଚାରା ମାରିବା ସୁନିଶ୍ଚିତ ।

ବର୍ଷା ନହେବା ଯୋଗୁଁ ପରିସ୍ଥିତି ଏବେ ସଙ୍ଗିନ । ସେହିପରି ଆଗକୁ ବର୍ଷା ନହେଲେ ଏଠି ଗଜା ମରୁଡି ସୁନିଶ୍ଚିତ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.