ETV Bharat / state

ବିଚାରଧୀନ କଏଦୀର ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲା ପରିବାର - convicted prisoner deaath in balangir

ବଲାଙ୍ଗୀର ଜିଲ୍ଲା କାରାଗାରରେ ଆଜି ଜଣେ ବିଚାରଧୀନ କଏଦୀର ମୃତ୍ୟୁ ଘଟିଛି । ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର । ପଢନ୍ତୁ ଅଧିକ....

ବିଚାରଧୀନ କଏଦୀର ମୃତ୍ୟୁ , ଚିକିତ୍ସା ଅବହେଳା ଅଭିଯୋଗ ଆଣିଲା ପରିବାର

author img

By

Published : Nov 17, 2020, 4:41 PM IST

ବଲାଙ୍ଗୀର: ଜିଲ୍ଲା କାରାଗାରରେ ଆଜି ଜଣେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି । ତେବେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ନିଜ ଭଉଣୀର ହତ୍ୟା ଅଭିଯୋଗରେ ବିଚାରାଧୀନ କଏଦୀ ଭାବେ ସଜ୍ଜା କାଟୁଥିବା ଜଣାପଡିଛି ।

ଗସ୍ତ 2017 ମସିହାରେ ବଲାଙ୍ଗୀର ବ୍ଲକ ଦଙ୍ଗାଘାତଟ ଗ୍ରାମର ତ୍ରିପୁରା ମଲ୍ଲିକ ନିଜ ଭଉଣୀର ହତ୍ୟା ଅଭିଯୋଗରେ ଗିରଫ ହୋଇ ବଲାଙ୍ଗୀର ଜିଲ୍ଲା କାରାଗାରରେ ଥିଲେ । ଏବଂ ଆସନ୍ତାକାଲି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଥିବାବେଳେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।

ବିଚାରଧୀନ କଏଦୀର ମୃତ୍ୟୁ , ଚିକିତ୍ସା ଅବହେଳା ଅଭିଯୋଗ ଆଣିଲା ପରିବାର

ହେଲେ ପରିବାର ଲୋକେ ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିବା ସହ ଜେଲ କର୍ତ୍ତୃପକ୍ଷଙ୍କ ଉପରେ ତଦନ୍ତ ଦାବି କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ତାଙ୍କୁ ସଠିକ ସମୟରେ ଚିକିତ୍ସା ସୁବିଧାପ୍ରଦାନ କରାଯାଇଥିବା କହିଛି ଜେଲ କର୍ତ୍ତୃପକ୍ଷ । ସେପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବର ବ୍ୟବଚ୍ଛେଦ କରାଯାଇଥିବାବେଳେ ଟାଉନ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.