ETV Bharat / state

ବିଜୟା ଦଶମୀରେ ମା’ଙ୍କ ଆଶୀର୍ବାଦ ନେଲେ ନରସିଂହ ମିଶ୍ର

ବଲାଙ୍ଗୀରର ବିଭିନ୍ନ ପୂଜା ମଣ୍ଡପରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୂଜାର୍ଚ୍ଚନା । ବଲାଙ୍ଗୀରବାସୀଙ୍କ ଉନ୍ନତି ପାଇଁ କଲେ କାମନା । ଅଧିକ ପଢ଼ନ୍ତୁ...

ମା’ଙ୍କ ଆଶିର୍ବାଦ ନେଲେ ନରସିଂହ ମିଶ୍ର
author img

By

Published : Oct 8, 2019, 7:50 PM IST

ବଲାଙ୍ଗୀର: ପବିତ୍ର ବିଜୟା ଦଶମୀ ଅବସରରେ ଉତ୍ସବ ମୁଖରିତ ସାରା ବଲାଙ୍ଗୀର । ସମସ୍ତ ମଣ୍ଡପରେ ମଙ୍ଗଳବାର ମା’ଙ୍କ ବିଜୟା ଦଶମୀ ପାଳିତ ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସାଧାରଣ ଲୋକଙ୍କ ସହ ନେତା ମାନେ ମଧ୍ୟ ମଣ୍ଡପକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ବିଜୟା ଦଶମୀର ଶୁଭକାମନା ଲୋକଙ୍କୁ ଦେଇଛନ୍ତି ।

ମା’ଙ୍କ ଆଶିର୍ବାଦ ନେଲେ ନରସିଂହ ମିଶ୍ର

ପୂଜା ମଣ୍ଡପରେ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ଦେଖିବାକୁ ମିଳିଥିଲା । ସମସ୍ତ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ ନେଇଛନ୍ତି ସେ । ବିଜୟା ଦଶମୀ ଅବସରରେ ଲୋକଙ୍କୁ ଶୁଭକାମନା ଦେବା ସହ ବଲାଙ୍ଗୀରରେ ଶାନ୍ତି ମୈତ୍ରୀ ବଜାୟ ରହୁ ବୋଲି ଆଶା ପୋଷଣ କରିଛନ୍ତି ନରସିଂହ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଆଜି ପବିତ୍ର ବିଜୟା ଦଶମି ଅବସରରେ ସର ବଲାଂଗୀର ଉତ୍ସବ ମୁଖର ହୋଇଛି। ଏବଂ ସବୁ ମଣ୍ଡପରେ ଆଜି ମାଙ୍କ ବିଜୟାଦଶମୀ ପାଳିତ ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଅ। ଯେଉଁଥିରେ ସାଧାରଣ ଜନତା ସାଙ୍ଗକୁ ନେତା ମାନେ ଅଧ୍ୟ ମଣ୍ଡପ ଯାଇ ମାଙ୍କ ଦର୍ଶନ କରିବା ସହ ବିଜୟ ଦଶମୀର ଶୁଭକାମନା ଲୋକଙ୍କୁ ଦେଇଛନ୍ତି ।

Body:ବଲାଂଗୀର ଆଜି ପବିତ୍ର ବିଜୟା ଦଶମି ଅବସରରେ ସର ବଲାଂଗୀର ଉତ୍ସବ ମୁଖର ହୋଇଛି। ଏବଂ ସବୁ ମଣ୍ଡପରେ ଆଜି ମାଙ୍କ ବିଜୟାଦଶମୀ ପାଳିତ ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଯେଉଁଥିରେ ସାଧାରଣ ଜନତା ସାଙ୍ଗକୁ ନେତା ମାନେ ଅଧ୍ୟ ମଣ୍ଡପ ଯାଇ ମାଙ୍କ ଦର୍ଶନ କରିଛନ୍ତି । ଏବଂ ଏଥିରେ ଆଗୁଆ ଭାବରେ ବଲାଂଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ଆଜି ସହର ର ସବୁ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିଛନ୍ତି । ତେବେ ଆଜିର ଦିବସରେ ସେ ଲୋକଙ୍କୁ ଶୁଭକାମନା ଦେବା ସହ ବଲାଙ୍ଗୀରରେ ଶାନ୍ତି ମୈତ୍ରୀ ବଜାୟ ରହୁ ବୋଲି ଆଶା ପୋଷଣ କରିଛନ୍ତି ।
ବାଇଟ ନରସିଂହ ମିଶ୍ର ବଲାଂଗୀର ବିଧାୟକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.