ETV Bharat / state

ବଲାଙ୍ଗୀରରେ ଭାରତ ବନ୍ଦକୁ ସମର୍ଥନ: ଜୀବନ ଯାତ୍ରା ଠପ - ବଲାଙ୍ଗୀରରେ ଭାରତ ବନ୍ଦକୁ ସମର୍ଥନ

ବଲାଙ୍ଗୀର ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ଗାଡି ଚଳାଚଳି ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି। ଅଧିକ ପଢନ୍ତୁ....

aa
ବଲାଙ୍ଗୀରରେ ଭାରତ ବନ୍ଦକୁ ସମର୍ଥନ: ଜୀବନ ଯାତ୍ରା ଠପ
author img

By

Published : Feb 23, 2020, 2:31 PM IST

ବଲାଙ୍ଗୀର: ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଦଳିତ ସଂଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଯାହାର ପ୍ରଭାବ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ବଲାଙ୍ଗୀର ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାବେଳେ ଜୀବନ ଯାତ୍ରା ଠପ ହୋଇଯାଇଛି ।

ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ସେପଟେ ଶତାଧିକ ଆନ୍ଦୋଳନକାରୀ ଆଜି ସହରରେ ପିକେଟିଂ କରିବା ସହ ଖୋଲା ଥିବା ସବୁ ଦୋକାନ ବଜାର ବନ୍ଦ କରିଛନ୍ତି । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ବଲାଙ୍ଗୀରରେ ଭାରତ ବନ୍ଦକୁ ସମର୍ଥନ: ଜୀବନ ଯାତ୍ରା ଠପ

ତେବେ ବଲାଙ୍ଗୀରର ଜୟ ଭୀମ ଦଳ, ଆମ୍ବେଦକର ପାର୍ଟି ଭଳି ଅନ୍ୟାନ୍ୟ ଦଳିତ ସଂଗଠନମାନେ ଏଥିରେ ସାମିଲ ହୋଇଛନ୍ତି। ଏବଂ ସୁପ୍ରିମ କୋର୍ଟଙ୍କ ରାୟକୁ ବିରୋଧ କରିବା ସହ କେନ୍ଦ୍ର ସରକାର ଏଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁଣି ତୀବ୍ର ଆନ୍ଦୋଳନ ହେବ ବୋଲି ଏମାନେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.