ETV Bharat / state

ରାଜ୍ୟସ୍ତରୀୟ ମାଷ୍ଟର ସୁଇମିଂ ଚମ୍ପିଆନସିପ: ସମ୍ବଲପୁର ବିଜୟୀ - ସୁଇମିଂ

ବଲାଙ୍ଗୀରରେ ହୋଇଥିବା ପ୍ରଥମ ରାଜ୍ୟସ୍ତରୀୟ ଓ ଅନ୍ତରାଜ୍ୟ କ୍ଳବ ସୁଇମିଂ ଚମ୍ପିଆନସିପ 2019 ଉଦଯାପିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ ନେଇଥିଲେ । ସମ୍ବଲପୁର ଜିଲ୍ଲାର ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରି ବିଜୟୀ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ୱାଦଦାତା ବଲାଙ୍ଗୀର
author img

By

Published : Aug 26, 2019, 7:00 PM IST

ବଲାଙ୍ଗୀର: ପ୍ରଥମ ରାଜ୍ୟସ୍ତରୀୟ ମାଷ୍ଟର ସୁଇମିଂ ଚମ୍ପିଆନସିପ ଉଦଯାପିତ ହୋଇଛି । ବଲାଙ୍ଗୀରରେ ପ୍ରଥମ ରାଜ୍ୟସ୍ତରୀୟ ଓ ଅନ୍ତରାଜ୍ୟ କ୍ଳବ ସୁଇମିଂ ଚମ୍ପିଆନସିପ 2019 ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା ବଲାଙ୍ଗୀର

ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ ନେଇଥିଲେ । ମୋଟ 145 ରନ ପ୍ରତିଯୋଗୀଙ୍କ ମଧ୍ୟରୁ 35 ରନ ମହିଳା ପ୍ରତିଯୋଗୀ ରହିଥିଲେ । ତେବେ ଏହି ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲାର ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରି ବିଜୟୀ ହୋଇଛନ୍ତି । ଆୟୋଜକ ବଲାଙ୍ଗୀର ଜିଲ୍ଲାର ପ୍ରତିଯୋଗୀ ରନରସର୍ପ ହୋଇଛନ୍ତି ।

ଆସନ୍ତା ଅକ୍ଟୋବର 18,19, 20 3ଦିନ ଧରି ଜାତୀୟ ସୁଇମିଂ ଚମ୍ପିଆନସିପ ଅନୁଷ୍ଠିତ ହେବ । ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଏହି ଜାତୀୟ ପ୍ରତିଯୋଗିତାର ଆୟୋଜିତ ହେବ ବୋଲି ସୂଚନା ରହିଛି । ତେବେ ଓଡିଶାର ପ୍ରତିଭା ମାନଙ୍କୁ ଜାତୀୟ ପ୍ରତିଯୋଗିତାରେ ସ୍ଥାନ ମିଳିବା ନେଇ ଏହି ଟୁର୍ଣାମେଣ୍ଟ ସହାୟକ ହେବ ।

ଏହି ପ୍ରକାର ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଗଲେ, ସୁଇମିଂ ପ୍ରତି ଆଗ୍ରହୀ ପ୍ରତିଭା ଅଧିକ ଉତ୍ସାହିତ ହେବେ । ଭଲ ପ୍ରଦର୍ଶନ କରୁଥିବା ପ୍ରତିଯୋଗୀଙ୍କୁ ରାଜ୍ୟ ତରଫରୁ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିପାରିବ । ଏହା କହିଛନ୍ତି ରାଜ୍ୟ ସୁଇମିଂ ଆସୋସିଏସନ ସାଧାରଣ ସମ୍ପାଦକ ଦିଲାବର ହୁସେନ । ଏହି ପ୍ରକାର ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସୁଇମିଂରେ ଓଡିଶାର ପ୍ରତିଭାକୁ ଚିହ୍ନଟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀରରେ ଗୋଟିଏ ଦିନ ଧରି ଚାଲିଥିବା ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଯେଉଁଥିରେ ସମ୍ବଳ ପୁର ଜିଲ୍ଲା ଚେମ୍ପିଅନ ହୋଇଥବା ବେଳେ ବଲାଂଗୀର ରନର୍ସ ଅଫ ହୋଇଛି ।

Body:ବଲାଙ୍ଗୀରରେ ଗୋଟିଏ ଦିନ ଧରି ଚାଲିଥିବା ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ବଲାଂଗୀର ରାଜେନ୍ଦ୍ର ନାରାୟଣ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଏହାର ଆୟୋଜନ ହୋଇଥିଲା । ଯେଉଁଥିରେ ରାଜ୍ୟର ସବୁ ଜିଲ୍ଲାରୁ 35 ଜଣ ମହିଳା ପ୍ରତିଯୋଗୀ ସହ ମୋଟ 145 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲାର ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନରେ ବିଜୟି ହୋଇ ଚମ୍ପିୟାନ ହୋଇଥ8ଲେ । ତାଙ୍କ ପଛକୁ ବଲାଂଗୀର ରନର୍ସ ଅଫ ହୋଇଥିଲା । ତେବେ ଏହି ରାଜ୍ୟ ସ୍ତରୀୟ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସୁଯୋଗ ମିଳିବ ବୋଲି ଆୟୋଜକ କହିଛନ୍ତି । ସେହିପରି ଏହି ପ୍ରତିଯୋଗିତାରେ ସୁଯୋଗ ପାଇଥିବା ସନ୍ତରଣ ପ୍ରତିଯୋଗୀ ମାନେ ଜିତିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ
ବାଇଟ ଦିଲାବର ହୁସେନ ସମ୍ପାଦକ ରାଜ୍ୟ ସନ୍ତରଣ ସଂଘ
ବାଇଟ ଋଷିକା ପ୍ରଚାରି ପ୍ରତିଯୋଗି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.