ETV Bharat / state

ବାଲ୍ୟ ବିବାହକୁ ବନ୍ଦ କଲା ବଲାଙ୍ଗୀର ପ୍ରଶାସନ

ବଲାଙ୍ଗୀରରେ ବାଲ୍ୟ ବିବାହ କୁ ବନ୍ଦ କରିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ବାଲ୍ୟ ବିବାହକୁ ବନ୍ଦ କଲା ବଲାଙ୍ଗୀର ପ୍ରଶାସନ
ବାଲ୍ୟ ବିବାହକୁ ବନ୍ଦ କଲା ବଲାଙ୍ଗୀର ପ୍ରଶାସନ
author img

By

Published : Jun 3, 2021, 11:33 AM IST

ବଲାଙ୍ଗୀର: ବଲାଙ୍ଗୀରରେ ଏକ ବାଲ୍ୟ ବିବାହକୁ ସଫଳତାର ସହ ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ତେବେ ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ କେଛୋ ମୁଣ୍ଡା ଗ୍ରାମରେ ଏହି ବିବାହର ଆୟୋଜନ ହେଉଥିବାର ପ୍ରଶାସନ ଖବର ପାଇଥିଲା ।

ଏନେଇ ସଇଁତଳା ପୋଲିସ, ସଇଁତଳା ସି ଡି ପି ଓ ସବିତା ଦାସ, ଚାଇଲ୍ଡ ଲାଇନ ସଦସ୍ୟ ତପୋବନ ଭୋଇ ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ନାବାଳିକାର ଘରକୁ ଯାଇ ବିବାହ ବନ୍ଦ କରିବା ସହ ପରିବାର ଲୋକଙ୍କୁ ବୁଝା ସୂଝା କରିଥିଲେ। ତେବେ ପରିବାର ଲୋକ ଏଥିରେ ରାଜି ହେବା ସହ ବିବାହ କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ବଲାଙ୍ଗୀର ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.