ETV Bharat / state

ଜେଲରେ ଅଏସ କରୁଛନ୍ତି ଧଳ ସାମନ୍ତ, ଫଟୋ ଭାଇରାଲ

author img

By

Published : Dec 15, 2020, 9:29 PM IST

ଜେଲରେ ଅଏସ କରୁଛନ୍ତି ଧଳ ସାମନ୍ତ । ଜେଲରେ ଥିବାବେଳେ କିଛି ଫଟୋ ଭାଇରାଲ ହେଉଛି । ଅଧିକ ପଢନ୍ତୁ...

ବଲାଙ୍ଗୀର ଜେଲରେ ଧଳ ସାମନ୍ତ ଅଏସ କରୁଥିବା ଅଭିଯୋଗ

ବଲାଙ୍ଗୀର: ଜିଲ୍ଲା କାରଗାରରେ ଥିବା ଡି ବ୍ରଦର୍ଶ ତଥା ଦୁଇ ଧଳ ସାମନ୍ତଙ୍କ ମଧ୍ୟରେ ସୁଶାନ୍ତ ଧଳ ସାମନ୍ତ ଜେଲରେ ଅଏସ କରୁଥିବା ଅଭିଯୋଗ ଆସିଛି । ତାଙ୍କର ଜେଲରେ ଥାଇ ଅଏସ କରୁଥିବାର କିଛି ଫଟୋ ଭାଇରାଲ୍ ହେଉଛି । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜେଲ୍ ଅଧୀକ୍ଷକ ।

ଜେଲରେ ଅଏସ କରୁଛନ୍ତି ଧଳ ସାମନ୍ତ

ବଲାଙ୍ଗୀର ଜିଲ୍ଲା କାରାଗାର ବିରୋଧରେ ଆସିଛି ଅଭିଯୋଗ । ଜେଲରେ ଥିବା ଅଭିଯୁକ୍ତ ଅଏସ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଜିଲ୍ଲା କାରାଗାର ନାଁରେ । ସୁଶାନ୍ତ ଧଳ ସାମନ୍ତ ଜେଲରେ ଥିବାବେଳେ ତାଙ୍କର କିଛି ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ସେ ଦୁଇଟି ସେଲ ଅକ୍ତିଆର କରିଥିବା ସହ ସେଲ ମଧ୍ୟରେ ଘର ଭଳି ସୁବିଧା ପାଉଥିବା ଦେଖିବାକୁ ମିଳିଛି । ତାଙ୍କୁ ଦୁଇଟି ପଙ୍ଖା, ମଶାରୀ, ଭଲ ଖାଇବା ଦିଆଯାଉଥିବା ଅଭିଯୋଗ କରାଯାଉଛି ।

ଧଳ ସାମନ୍ତ ଜେଲରେ ନିଜ ଇଚ୍ଛା ମୁତାବକ ସବୁ କରୁଥିବାର ଚର୍ଚ୍ଚା ହେଉଛି । ଅନ୍ୟପଟେ ଜେଲ ଅଧୀକ୍ଷକ ଏହାକୁ ଅସ୍ବୀକାର କରି ଥିବାବେଳେ ଏହାର ତଦନ୍ତ ହେବ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.