ETV Bharat / state

ହ୍ବାର୍ଟସ ଆପ୍ ନମ୍ବର ଜରିଆରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

author img

By

Published : Nov 5, 2019, 11:50 PM IST

ବଲାଙ୍ଗୀର ପୋଲିସ ପକ୍ଷରୁ ଜାରି କରାଯାଇଥିବା ଏକ ହ୍ବାର୍ଟସ ଆପ୍ ନମ୍ବର ଜରିଆରେ ଅଭିଯୁକ୍ତରୁ ଗିରଫ କରିଛି ପୋଲିସ । ପୁଇଁତଲା ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ଫଟୋ ସୌଜନ୍ୟ :ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ପୋଲିସ ଜାରି କରିଛି ଏକ ହ୍ବାର୍ଟସ ଆପ୍ ନମ୍ବର । ଏହି ନମ୍ବର ଜରିଆରେ ମଙ୍ଗଳବାର ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ ।

ସାଧାରଣ ଲୋକଙ୍କ ଠାରୁ ସୂଚନା ନେବା ଏବଂ ଅପରାଧ ରୋକିବା ପାଇଁ 9438916510 ନମ୍ବର ଜାରି କରାଯାଇଥିଲା । ଏହି ନମ୍ବରରେ ସୂଚନାଦାତାଙ୍କ ନାମକୁ ଗୋପନୀୟ ରଖାଯିବା ସହ ତୁରନ୍ତ ଅପରାଧକୁ ରୋକିବାରେ ଉପରେ କାର୍ଯ୍ୟାାନୁଷ୍ଠାନ ନିଆଯିବ । ତେବେ ପୋଲିସ ପକ୍ଷରୁ ଏହି ନମ୍ବର ଜାରି ହେବା ପରେ ବିଶ୍ବସ୍ତସୂତ୍ରରୁ ଖବର ପାଇ ମଙ୍ଗଳବାର ଶଙ୍କର ଭୋଜି ଗ୍ରାମରେ ଥିବା ଏକ ଦୋକାନ ଉପରେ ଚଢାଉ କରିଥିଲା।

ପୋଲିସ ସୁରେନ୍ଦ୍ର ମଲ୍ଲିକ ନାମକ ଜଣେ ଯୁବକକୁ ଗିରଫ କରିଛି । ଏଥିସହିତ ତା' ନିକଟରୁ ଜୁଆ କାର୍ଡ ସହ 4880 ଟଙ୍କା ନଗଦ ଜବତ ହୋଇଛି । ପୁଇଁତଲା ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଂଗୀର ପୋଲିସ ଜାରି କରିଛି ହ୍ଵାଟ୍ସ ଏପ ନମ୍ବର। ସାଧାରଣ ଲୋକଙ୍କ ଠୁଁ ସୂଚନା ନେବା ଓ ଅପରାଧ ରୋକିବା ପାଇଁ ଏହି ନମ୍ର ଜାରି ହୋଇଥିବା ବେଳେ ଏଥିରେ ଆଜି ଜଣେ ସତ୍ତା ଡନ କୁ ପୋଲିସ ଧରିବାରେ ସଫଳ ହୋଇଛି।

Body:ବଲାଂଗୀର ପୋଲିସ ଜାରି କରିଛି ହ୍ଵାଟ୍ସ ଏପ ନମ୍ବର। ସାଧାରଣ ଲୋକଙ୍କ ଠୁଁ ସୂଚନା ନେବା ଓ ଅପରାଧ ରୋକିବା ପାଇଁ ବଲାଂଗୀର ପୋଲିସ ହ୍ଵାଟ୍ସ ଏପ୍ପ ନମ୍ବର 94389 16510 ଜାରି କରିଛି। ଏବଂ ସାଧାରଣ ଲୋକଙ୍କୁ କୌଣସି ଅପରାଧ ଘଟିଲେ ଏଥିରେ ସୂଚନା ଦେବାକୁ ଆହ୍ୱାନ କରିଛି ।ତେବେ ସୂଚନା ଦାତା ଙ୍କ ନାଁ ଗୋପନୀୟ ରଖାଯିବ ସହ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ପୋଲିସ କହିଛି। ସେହିପରି ଏହି ନମ୍ବର ଜାରି ହେବ ମାତ୍ରେ ପୋଲିସ ଜଣେ ସତ୍ତା ଡ଼ ନ କୁ ଧରିବାରେ ସଫଳ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ପୋଲିସ ସୂଚନା ପାଇବା ପରେ ବଲାଂଗୀର ଶଙ୍କର ଭୋଜି ଗ୍ରାମର ଏକ ଦୋକାନ ଉପରେ ଚଢ଼ାଉ କରିଥିଲା। ଏବେ ସେଠୁ ସୁରେନ୍ଦ୍ର ମଲ୍ଲିକ ବୋଲି ଜଣେ ଯୁବକ କୁ ଗିରଫ କରିବା ସହ ତସ୍ତୁ ସତ୍ତା ପାଇଁ ବ୍ୟବହୃତ କାଗଜ ପତ୍ର 4ହଜାର 8 ଶ ହ 80 ଟଙ୍କା ଜବତ କରିଛି। ତେବେ ପୁଇଁତଲା ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ବାଇଟ ଶ୍ରୀମନ୍ତ ବାରିକ ଏସ ଡି ପି ଓ ବଲାଂଗୀର

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.