ETV Bharat / state

3ଟି ଦାବି ନେଇ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା - ବଲାଙ୍ଗୀର ବନ୍ଦ ଡାକରା

ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ବାଇପାସ ଦାବିରେ ପୁଣି ଦିଆଯାଇଛି ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ।

bolangir latest news, bolangir bandh, ବଲାଙ୍ଗୀର ବନ୍ଦ ଡାକରା, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌
3ଟି ଦାବି ନେଇ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା
author img

By

Published : Dec 14, 2019, 6:55 AM IST

ବଲାଙ୍ଗୀର: ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ବାଇପାସ ଦାବିରେ ପୁଣି ଦିଆଯାଇଛି ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା । ଏହି ନିଷ୍ପତ୍ତି ନେଇଛି ବଲାଙ୍ଗୀର କ୍ରିୟା ଅନୁଷ୍ଠାନ କମିଟି । ଆସନ୍ତା 18 ଓ 19 ତାରିଖରେ ଏହି ବନ୍ଦ ଡାକରା ଦିଆଯାଇଛି ।

ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ବାଇପାସ ଦାବିରେ ଆନ୍ଦୋଳନ ଦୀର୍ଘ ବର୍ଷ ହେବ ଜାରି ରହିଛି । ଯେଉଁଥିରେ ବଲାଙ୍ଗୀର ଓକିଲ ସଂଘ ଗତ ବର୍ଷେ ହେବ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବା ବେଳେ ଏବେ ଏହାର ମଙ୍ଗ ଧରିଛି ବଲାଙ୍ଗୀର କ୍ରିୟା ଅନୁଷ୍ଠାନ କମିଟି। ଏନେଇ ପ୍ରତି ମାସର ତୃତୀୟ ବୁଧବାର ଓ ଗୁରୁବାର ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦେଇ ଆସୁଛି ।

3ଟି ଦାବି ନେଇ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା

ତେବେ ଶୁକ୍ରବାର ପୁଣି କ୍ରିୟା ଅନୁଷ୍ଠାନ କମିଟିର ଏକ ବୈଠକ ବସିଥିଲା । ଏଥିରେ ପୂର୍ବୋକ୍ତ 3ଟି ଦାବି ନେଇ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ପୁଣି ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତା 18 ଓ 19 ତାରିଖ ରେ ଏହି ବନ୍ଦ ଡାକରା ଦିଆ ଯାଇଛି । ଏଥିରେ ଜିଲ୍ଲାର ସବୁ ସରକାରୀ କଲେଜକୁ ବନ୍ଦ ରଖାଯିବାର ନିଷ୍ପତ୍ତି ନିଆଯାଇଛି ।

ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ । ସେପଟେ ଦୋକାନ ବଜାର ଓ ଗାଡି ଚଳାଚଳ ସ୍ବାଭାବିକ ରଖିବାର ମଧ୍ୟ ନିଷ୍ପତ୍ତି ହୋଇଛି। ତେବେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାର ଏକାଧିକ ସଙ୍ଗଠନ ଉପସ୍ଥିତ ଥିବା ବେଳେ ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରିବାର ନିଷ୍ପତ୍ତି ନିଆଯାଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ଲୋୟର ସୁକ୍ତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ଵାୟପାସ ଦାବିରେ ପୁଣି ଦୁଇ ଦିନିଆ ବଲାଂଗୀର ବନ୍ଦ ନିଷ୍ପତ୍ତି ନିଆ ଯାଇଛି । ଏବଂ ଏହି ନିଷ୍ପତି ନେଇଛି ବଲାଂଗୀର କ୍ରିୟା ଅନୁଷ୍ଠାନ କମିଟି । ଆସନ୍ତା 18 ଓ 19 ତାରିଖ ରେ ଏହି ବନ୍ଦ ଡାକରା ଦିଆ ଯାଇଛି ।

Body:ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ଲୋୟର ସୁକ୍ତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ଵାୟପାସ ଦାବିରେ ଆନ୍ଦୋଳନ ଦୀର୍ଘ ବର୍ଷ ହେବ ଜାରି ରହିଛି । ଯେଉଁଥିରେ ବଲାଂଗୀର ଓକିଲ ସଂଘ ଗତ ବର୍ଷେ ହେବ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବା ବେଳେ ଏବେ ଏହାର ମଙ୍ଗ ଧରିଛି ବଲାଂଗୀର କ୍ରିୟାଅନୁଷ୍ଠାନ କମିଟି। ଏବଂ ସବୁ ମାସ ର ତୃତୀୟ ବୁଧବାର ଗୁରୁବାର ଦୁଇ ଦିନିଆ ବଲାଂଗୀର ବନ୍ଦ ଡାକରା ଦେଇ ଆସୁଛି । ତେବେ ଆଜି ପୁଣି କ୍ରିୟାଅନୁଷ୍ଠାନର ଏକ ବୈଠକ ବସି ଯାଇଛି । ଏବଂ ଏହି ତିନୋଟି ଦାବି ନେଇ ଆନ୍ଦୋଳନକୁ ଆହିରୀ ତୀବ୍ରତର କରିବାକୁ ନିଷ୍ପତ୍ତି ନିଆ ଯାଇଛି । ଯେଉଁଥିରେ ପୁଣି ଦୁଇ ଦିନିଆ ବଲାଂଗୀର ବନ୍ଦ ନିଷ୍ପତ୍ତି ନିଆ ଯାଇଛି । ତେବେ ଆସନ୍ତା 18 ଓ 19 ତାରିଖ ରେ ଏହି ବନ୍ଦ ଡାକରା ଦିଆ ଯାଇଛି । ଯେଉଁଥିରେ ବଲାଂଗୀର ର ସବୁ ସରକାରୀ କଲ କୁ ବାଣ୍ଡ ରଖା ଯିବାର ନିଷ୍ପତ୍ତି ନିଆ ଯାଇଛି । ତେବେ ଏଥିରେ କେନ୍ଦ୍ର ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ବେଙ୍କ, ବୀମା କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଦୁଇଦିନିଆ ବନ୍ଦ ର ନିଷ୍ପତ୍ତି ହୋଇଛି। ସେପଟେ ଦୋକାନ ବଜାର ଓ ଗାଡି ଚଳାଚଳ ସ୍ବାଭାବିକ ରଖିବାର ମଧ୍ୟ ନିଷ୍ପତ୍ତି ହୋଇଛି। ତେବେ ଆଜିର ଏହି ପ୍ରସ୍ତୁତି ବୈଠକରେ ବଲାଙ୍ଗିରର ଶତାଧିକ ସଙ୍ଗଠନ ଉପସ୍ଥିତ ଥିବା ବେଳେ ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର କରିବାର ନିଷ୍ପତ୍ତି ନିଆ ଯାଇଛି।
ବାଇଟ ଗୋପଲଜି ପାଣିଗ୍ରାହୀ ସଭାପତି କ୍ରିୟାଅନୁଷ୍ଠାନ କମିଟି ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.