ETV Bharat / state

ନିଆଁରେ ଜଳିଲା ନବବଧୂ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଢେଙ୍କାନାଳ ଜିଲ୍ଲା କାଠକୁମ୍ପାରେ ପାରିବାରିକ କଳହକୁ ନେଇ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।

author img

By

Published : Sep 12, 2019, 7:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପାରିବାରିକ କଳହରୁ ନବବଧୂକୁ ହତ୍ୟା ଅଭିଯୋଗ । ହତ୍ୟା ଅଭିଯାଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା କାଠକୁମ୍ପା ଗାଁରେ । ଗାଁର ଜେମା ସାହୁଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁସାରେ ବୁଧବାର ରାତିରେ ଜେମା ଓ ତାଙ୍କ ସ୍ବାମୀ ଅମରଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାକୁ କେନ୍ଦ୍ରକରି ଜେମା ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଜେମାଙ୍କ ଶାଶୂଘର ଲୋକେ ତାଙ୍କ ପରିବାର କିମ୍ବା ପୋଲିସକୁ ନ ଜଣାଇ ମୃତଦେହ ପୋଡିବାକୁ ଯୋଜନା କରୁଥିବା ବେଳେ ପୋଲିସ ମୃତଦେହ ଜବତ କରିଛି । ଏହା ସହ ସ୍ବାମୀ ଅମରକୁ ଅଟକ ରଖି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ଜଣା ପଡିବ ବୋଲି କହିଛି ପୋଲିସ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପାରିବାରିକ କଳହ ରୁ ନବ ବଧୁ କୁ ହତ୍ୟା ଅଭିଯୋଗ ।ହତ୍ୟା ଅଭିଯାଗ ଆଣିଛନ୍ତି ମୃତ କ ଙ୍କ ପରିବାର ଲୋକେ । ଘଟଣା ଘଟିଛି ଢେଙ୍କାନାଳ ଜିଲା ରାସୋଳ ଥାନା କାଠକୁମ୍ପା ଗାଁ ରେ ।Body: ଗାଁ ର ଜେମା ସାହୁ କୁ ତାର ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ରାତିରେ ଜେମା ଓ ତାଙ୍କ ସ୍ୱାମୀ ଅମର ଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାକୁ କେନ୍ଦ୍ରକରି ଜେମା ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଜେମା ଙ୍କ ଶାଶୂ ଘର ଲୋକେ ତାଙ୍କ ପରିବାର କିମ୍ବା ପୋଲିସ କୁ ନ ଜଣାଇ ଶବକୁ ପୋଡିବାକ ଯୋଜନା କରୁଥିବା ବେଳେ ପୋଲିସ ସବ ଜବଦ କରିଛି । ଏହା ସହ ସ୍ୱାମୀ ଆମର କୁ ଅଟକ ରଖି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି ।Conclusion:ତେବେ ଘଟଣା ର ପ୍ରକୃତ କାରଣ ସବ ବ୍ୟବଚ୍ଛେଦ ରିପୋଟ ଆସିଲେ ହିଁ ଜଣା ପଡିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.