ETV Bharat / state

ଟ୍ରକ ଧକ୍କାରେ ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ - Two people dead

ଟ୍ରକ ଧକ୍କାରେ ଚାଲିଗଲା ଦୁଇ ମଟର ସାଇକେଲ ଆରୋହୀଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଜରପଡା ଥାନା ଜରପଡା ରେଲୱେ ଓଭର ବ୍ରିଜ ଉପରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ...

Two people dead in a truck accident
ଟ୍ରକ ଧକ୍କାରେ ଚାଲିଗଲା ଦୁଇ ମଟର ସାଇକେଲ ଆରୋହିଙ୍କ ଜୀବନ
author img

By

Published : Sep 26, 2020, 9:04 PM IST

ଅନୁଗୋଳ: ଟ୍ରକ ଧକ୍କାରେ ଚାଲିଗଲା ଦୁଇ ମଟର ସାଇକେଲ ଆରୋହୀଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଜରପଡା ଥାନା ଜରପଡା ରେଲୱେ ଓଭର ବ୍ରିଜ ଉପରେ ଘଟିଛି ଏହି ଦୁର୍ଘଟଣା । ଛେଣ୍ଡିପଦାରୁ ଜରପଡା ଯାଇଥିବା ରାସ୍ତାରେ ଯାଉଥିବା ମଟର ସାଇକେଲକୁ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମୋଟର ସାଇକେଲରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି l

ଟ୍ରକ ଧକ୍କାରେ ଚାଲିଗଲା ଦୁଇ ମଟର ସାଇକେଲ ଆରୋହିଙ୍କ ଜୀବନ

ମୃତକ ଦୁଇଜଣ ଅନୁଗୋଳ ରାଣୀଗୋଡା ଗାଁର ବୋଲି ଅନୁମାନ କରାଯାଉଥିବାବେଳେ ସଠିକ ପରିଚୟ ଜଣାପଡି ନାହିଁ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି ।

ସେପଟେ ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଫେରାର ହୋଇଯାଇଛି । ଏପର୍ଯ୍ୟନ୍ତ ମୃତକମାନଙ୍କ ପରିଚୟ ମିଳିପାରି ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.