ETV Bharat / state

ରୋଗ ଯନ୍ତ୍ରଣା ହେଲା ଅସହ୍ୟ, ପୋଲରୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା - old woman

ପୋଲରୁ ଉପରୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା । ଦୀର୍ଘଦିନରୁ ଉଚ୍ଚ ରକ୍ତ ଚାପରେ ପୀଡିତ ଥିଲେ । ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅନୁମାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 4, 2019, 1:34 PM IST

ଅନୁଗୋଳ: ବ୍ରିଜ ଉପରୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା । ମାନସିକ ଭାରସାମ୍ୟ ହରାଇ ପୋଲ ତଳକୁ ଡେଇଁ ଥିବା ଅନୁମାନ କରାଯାଉଛି । 55 ଜାତୀୟ ରାଜପଥର ଲିଙ୍ଗରା ନାଳ ଉପରେ ଥିବା ହୁଲୁରିସିଂହା ପୋଲ ଉପରୁ ବୃଦ୍ଧା ଜଣକ ଆତ୍ମହତ୍ୟା କରିଛନ୍ତି । ବୃଦ୍ଧାଙ୍କ ନାମ ନୟନୀ ବେହେରା ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାଯୋଗ୍ୟ, ନୟନୀ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ବିଭିନ୍ନ ଔଷଧ ଖାଇବା ସତ୍ତ୍ବେ କୌଣସି ସୁଧାର ଆସୁ ନଥିଲା । ତେଣୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ନୟନୀଙ୍କର ମୃତ୍ୟୁ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ବ୍ରିଜ ଉପରୁ ଢେଇଁ ବୃଦ୍ଧା ଙ୍କ ଆତ୍ମହତ୍ୟା । ସଂକଟା ପର୍ଣ୍ଣ ଅବସ୍ଥାରେ ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ରେ ଭର୍ତି । ରୋଗ ଯନ୍ତ୍ରଣା ରେ  ମାନସିକ ଭାରସାମ୍ୟ ହରାଇ ପୋଲ ତଳକୁ ଡେଇଁ ଥିବା ଅନୁମାନ । ଘଟଣା ଘଟିଛି ଅନୁଗୋଳ ଜିଲା ରେ । ଜିଲ୍ଲାର 55 ଜାତୀୟ ରାଜପଥ ଉପରେ ଥିବା  ହୁଲୁରିସିଂହା ପୋଲ ଉପରୁ ବୃଦ୍ଧା ଜଣକ ଢେଇଁ ପଡିଛନ୍ତି । ଟଙ୍କା ନାଁ ନୟନି ବେହେରା । ସେହି ହୁଲୁରିସିଂହା ନିକଟରେ ତାଙ୍କ ଘର । ନୟାନି  ଉଚ୍ଚ ରକ୍ତଚାପ ସହ ଅନ୍ୟ କିଛି ରୋଗରେ ପୀଡିତ ଥିଲେ । ବିଭିନ୍ନ ଔଷଧ ଖାଇବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସୁ ନଥିଲା । ଏଥିପାଇଁ ସେ ମାନସିକ  ଭାରସମ୍ୟ ହରାଇ ଆଜି ସକାଳେ  ଲିଙ୍ଗରା ନାଳ ଉପରେ ଥିବା ପୁରୁଣା ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ସେ ଉପରୁ ତଳକୁ ଡେଇଁ ପଡିବା ଦେଖି ଆଖପାଖରେ ଥିବା ଲୋକ ଘଟଣା ସ୍ଥଳକୁ ଦୌଡ଼ି ଯିବା ସହ ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ।
Visual on FTP 

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.