ETV Bharat / state

ସାତକୋଶିଆର ସ୍ଥିତି ପରଖିବାକୁ ଏନ୍‌ଟିସିଏ ଟିମର ଅନୁଗୋଳ ଗସ୍ତ - ଏଆଇଜି(AIG) ହେମନ୍ତ କୁମାର କାମୋଡି

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ପାଇଁ ଅନୁଗୋଳରେ ପହଞ୍ଚିଛନ୍ତି ଏନ୍‌ଟିସିଏ(NTCA)ର ତିନି ଜଣିଆ ଟିମ। ଅଧିକ ପଢନ୍ତୁ...

ସାତକୋଶିଆର ସ୍ଥିତି ପରଖିବାକୁ ଏନ୍‌ଟିସିଏର ଅନୁଗୋଳ ଗସ୍ତ
author img

By

Published : Oct 22, 2019, 1:05 PM IST

Updated : Oct 22, 2019, 4:19 PM IST

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ପାଇଁ ଅନୁଗୋଳରେ ପହଞ୍ଚିଛନ୍ତି ଏନ୍‌ଟିସିଏ(NTCA)ର ତିନି ଜଣିଆ ଟିମ୍ । ଗତ ଏକ ବର୍ଷ ହେବ ସ୍ଥାଣୁ ପାଲଟିଥିବା ପ୍ରକଳ୍ପର କାର୍ଯ୍ୟକ୍ଷମ ହେବା ନେଇ ସ୍ଥିତି ପରଖିବାକୁ ଏହି ଟିମ୍ ଆସିଛି।

ସାତକୋଶିଆର ସ୍ଥିତି ପରଖିବାକୁ ଏନ୍‌ଟିସିଏ ଟିମର ଅନୁଗୋଳ ଗସ୍ତ

ଏଆଇଜି ହେମନ୍ତ କୁମାର କାମୋଡି, ଏନ୍‌ଟିସିଏର ଡେପୁଟି ଡାଇରେକ୍ଟର ଭିକେ ଶର୍ମା, କାହ୍ନା ବ୍ୟାଘ୍ର ପ୍ରକଳ୍ପର ପୂର୍ବତନ ଫିଲଡ଼ ଡ଼ାଇରେକ୍ଟର ଖଗେଶ୍ବର ନାୟକ ପ୍ରମୁଖ ଏହି ଟିମର ସଦସ୍ୟ ଅଛନ୍ତି ।

ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା ପରେ କ୍ଷେତ୍ର ପରିଦର୍ଶନ କରିବ ଟିମ୍‌ । ପ୍ରକଳ୍ପ କାର୍ଯ୍ୟକ୍ଷମ ନଥିବାରୁ ଏବେବି ବନ୍ଦୀ ଅଛି ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ । ତେବେ ଆଲୋଚନା ପରେ ଟିମ୍‌ର ପରବର୍ତ୍ତୀ କାଯ୍ୟକ୍ରମ ସ୍ଥିର କରାଯିବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ପାଇଁ ଅନୁଗୋଳ ରେ ପହଞ୍ଚି ଲେ NTCA ର ତିନି ଜଣିଆ ଟିମ ।ଗତ ଏକ ବର୍ଷ ହେବ ସ୍ଥାଣୁ ପାଲଟିଥିବା ପ୍ରକଳ୍ପର କଯ୍ୟକ୍ଷମ ନେଇ ସ୍ଥିତି ପରଖିବା ଟିମ ଆସିଥିବା ସୂଚନା । Body:ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ପାଇଁ ଅନୁଗୋଳ ରେ ପହଞ୍ଚି ଲେ NTCA ର ତିନି ଜଣିଆ ଟିମ ।ଗତ ଏକ ବର୍ଷ ହେବ ସ୍ଥାଣୁ ପାଲଟିଥିବା ପ୍ରକଳ୍ପର କଯ୍ୟକ୍ଷମ ନେଇ ସ୍ଥିତି ପରଖିବା ଟିମ ଆସିଥିବା ସୂଚନା । ଟିମ ରେଅଛନ୍ତି AIG ହେମନ୍ତ କୁମାର କାମୋଡି । VK ଶର୍ମା NTCA ଡେପୁଟି ଡ଼ାଇରେକ୍ଟର । ଖଗେଶ୍ୱର ନାୟକ କାହ୍ନ ବ୍ୟାଘ୍ର ପ୍ରକଳ୍ପ ର ପୂର୍ଵତନ ଫିଲଡ଼ ଡ଼ାଇରେକ୍ଟର । ସ୍ଥାନୀୟ ଅଧିକାରୀ ଙ୍କ ସହ ଆଲୋଚନା ପରେ କ୍ଷେତ୍ର ପରିଦର୍ଶନ କରିବ ଟିମ ।ପ୍ରକଳ୍ପ କଯ୍ୟ କ୍ଷମ ନଥିବାରୁ ଏବେବି ବନ୍ଧି ଅଛି ବାନ୍ଧବ ଗଡ଼ରୁ ଆସିଥିବା ବାଘୁଣୀConclusion:ଆଲୋଚନା ପରେ ଟିମ ର ପରବର୍ତ୍ତୀ କଯ୍ୟକ୍ରମ ସ୍ଥିର କରାଯିବ ।
Last Updated : Oct 22, 2019, 4:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.