ETV Bharat / state

ଟ୍ରେନରୁ ଡେଇଁ ପ୍ରବାସୀ ଶ୍ରମିକ ଫେରାର, 7 ଉଦ୍ଧାର - ଅନୁଗୋଳରେ ପ୍ରବାସୀ ଫେରାର

ଘରକୁ ଫେରିବା ବାଟରେ ଟ୍ରେନରୁ ଡେଇଁ ଫେରାର ହୋଇଛନ୍ତି ଶ୍ରମିକ । ଅହମ୍ମଦାବାଦରୁ ଖୋର୍ଦ୍ଧା ଯାଉଥିବା ବେଳେ ଅନୁଗୋଳ ବେଣାଗଡିଆଠାରେ କିଛି ଶ୍ରମିକ ଟ୍ରେନର ଚେନ ଟାଣିଥିଲେ । ଆଉ ଟ୍ରେନ ଅଟକିବା ପରେ ଟ୍ରେନରୁ ଡେଇଁ ଫେରାର ହୋଇଥିଲେ ଶ୍ରମିକ ।

migrant labour, angul latest news, migrant escape in angul, migrants jump from train to escape, ପ୍ରବାସୀ ଶ୍ରମିକ, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳରେ ପ୍ରବାସୀ ଫେରାର, ଟ୍ରେନରୁ ଡେଇଁ ଶ୍ରମିକ ଫେରାର
ଟ୍ରେନରୁ ଡେଇଁ ପ୍ରବାସୀ ଶ୍ରମିକ ଫେରାର, 7 ଉଦ୍ଧାର
author img

By

Published : May 10, 2020, 11:21 PM IST

Updated : May 11, 2020, 9:46 AM IST

ଅନୁଗୋଳ: ଘରକୁ ଫେରିବା ବାଟରେ ଟ୍ରେନରୁ ଡେଇଁ ଫେରାର ହୋଇଛନ୍ତି ଶ୍ରମିକ । ଅହମ୍ମଦାବାଦରୁ ଖୋର୍ଦ୍ଧା ଯାଉଥିବା ବେଳେ ଅନୁଗୋଳ ବେଣାଗଡିଆଠାରେ କିଛି ଶ୍ରମିକ ଟ୍ରେନର ଚେନ ଟାଣିଥିଲେ । ଆଉ ଟ୍ରେନ ଅଟକିବା ପରେ ଟ୍ରେନରୁ ଡେଇଁ ଫେରାର ହୋଇଥିଲେ ଶ୍ରମିକ । ଖବର ପାଇ ଫେରାରଙ୍କ ମଧ୍ୟରୁ 7 ଜଣଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଉଦ୍ଧାର ଶ୍ରମିକମାନେ ଦେବଗଡ ଜିଲ୍ଲାର ବୋଲି ଜଣାପଡିଛି ।

ଟ୍ରେନରୁ ଡେଇଁ ପ୍ରବାସୀ ଶ୍ରମିକ ଫେରାର, 7 ଉଦ୍ଧାର

ସେପଟେ ଉଦ୍ଧାର ହୋଇଥିବା ଫେରାର ଶ୍ରମିକଙ୍କୁ ପୋଲିସ ସହାୟତାରେ ପଞ୍ଚାୟତ କ୍ବାରେନଣ୍ଟାଇନ ଗୃହରେ ରଖାଯାଇଛି । ତେବେ କେତେ ଜଣ ଶ୍ରମିକ ଟ୍ରେନରୁ ଡେଇଁଥିଲେ ତାହାର କୌଣସି ସୂଚନା ନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସରପଞ୍ଚଙ୍କ ସାହଯ୍ୟରେ ସେମାନଙ୍କୁ କ୍ବାରେନଣ୍ଟାଇନ ସେଣ୍ଟରରେ ରଖିବା ସହ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 11, 2020, 9:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.