ETV Bharat / state

ଓକିଲ ଆନ୍ଦୋଳନ କରିପାରିବେ ନାହିଁ, ଏହି ପ୍ରସଙ୍ଗ ନେଇ ଓକିଲଙ୍କ ସତ୍ୟାଗ୍ରହ - ସର୍ବୋଚ୍ଚନ୍ୟାଳୟ ନିଷ୍ପତ୍ତି

ଓକିଲଙ୍କୁ ଆନ୍ଦୋଳନ ନ କରିବାକୁ ନେଇ ସର୍ବୋଚ୍ଚନ୍ୟାଳୟ ନିଷ୍ପତ୍ତି ପରେ ଓକିଲମାନଙ୍କ ସତ୍ୟାଗ୍ରହ । ଅଧିକ ପଢନ୍ତୁ

ଓକିଲ ଆନ୍ଦୋଳନ କରିପାରିବେ ନାହିଁ , ଏହି ପ୍ରସଙ୍ଗକୁ ନେଇ ଓକିଲଙ୍କ ସତ୍ୟାଗ୍ରହ

author img

By

Published : Dec 12, 2022, 11:00 PM IST

ଓକିଲ ଆନ୍ଦୋଳନ କରିପାରିବେ ନାହିଁ , ଏହି ପ୍ରସଙ୍ଗକୁ ନେଇ ଓକିଲଙ୍କ ସତ୍ୟାଗ୍ରହ

ଅନୁଗୋଳ: ସର୍ବୋଚ୍ଚନ୍ୟାଳୟ ନିଷ୍ପତ୍ତି ବିରୁଦ୍ଧରେ ଓକିଲଙ୍କ ସତ୍ୟାଗ୍ରହ। ଓକିଲଙ୍କୁ ଆନ୍ଦୋଳନ ନ କରିବାକୁ ନେଇ ସର୍ବୋଚ୍ଚନ୍ୟାଳୟ ଯେଉଁ ନିଷ୍ପତ୍ତି ଶୁଣାଇଛନ୍ତି ତାକୁ ନେଇ ବିରୋଧ କରିଛନ୍ତି ଓକିଲ । ଏନେଇ ଓକିଲ ସଂଘ ପକ୍ଷରୁ ଆଜି କରାଯାଇଛି ସତ୍ୟାଗ୍ରହ ଆନ୍ଦୋଳନ ।

ତେବେ ସକାଳ ୧୦ ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ କରା ଯାଇଥିବାରୁ କୋର୍ଟର କାମ ବନ୍ଦ ରହିଛି। ସୁପ୍ରିମକୋର୍ଟ ଓକିଲ ମାନେ ଆନ୍ଦୋଳନ କରି ପାରିବେ ନାହିଁ ଯେଉଁ ଶୁଣାଣି କରିଛନ୍ତି ତାହାର ପ୍ରତିବାଦ କରି ଓକିଲ ମାନେ ଏଭଳି କରିଥିବା ସୂଚନା ଦେଇଛନ୍ତି। ଏହାଛଡା ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ଓ ରାଜ୍ୟର ବାର କାଉନସିଲ ସମର୍ଥନ ଜଣାଇ ଥିବାରୁ ମଧ୍ୟ ଓକିଲ ମାନେ ବିରୋଧ କରିଛନ୍ତି

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.