ETV Bharat / state

କୋର୍ଟ ପରିସରରୁ ଓକିଲଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ କୋର୍ଟ ପରିସରରେ ଓକିଲଙ୍କ ମୃତଦେହ ପଡିଥିବାବେଳେ ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରିଛି ।

lawyer dead body
ଓକିଲଙ୍କ ମୃତଦେହ ଉଦ୍ଧାର
author img

By

Published : Jan 1, 2020, 6:46 PM IST

ଅନୁଗୋଳ: କୋର୍ଟ ପରିସରରୁ ଓକିଲଙ୍କ ମୃତଦେହ ଉଦ୍ଧାର । ଅନୁଗୋଳ କୋର୍ଟ ପରିସରରେ ଓକିଲଙ୍କ ମୃତଦେହ ପଡିଥିବାବେଳେ ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରିଛି । ପ୍ରାଥମିକ ତଦନ୍ତରୁ ମୃତକ ଜଣକ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନୂଆ ଓଡାପଡା ଗାଁର ପ୍ରତାପ କୁମାର ପଟ୍ଟନାୟକ ବୋଲି ଜଣାପଡିଛି।

ଓକିଲଙ୍କ ମୃତଦେହ ଉଦ୍ଧାର

ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଛି। ତେବେ ମୃତ୍ୟୁବରଣ କରିଥିବା ପ୍ରତାପ ପୂର୍ବରୁ ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ସେ କ୍ୟାନ୍ସରରେ ପୀଡିତ ହେବା ପରେ ସ୍ତ୍ରୀ ତାଙ୍କୁ ଛାଡି ପଳାଇଥିଲେ। ସେଦିନରୁ ସେ ମାନସିକ ଭାରସାମ୍ୟ ହରାଇ ଘୁରି ବୁଲୁଥିଲେ। 10 ଦିନ ହେଲା ଅନୁଗୋଳ କୋର୍ଟ ପରିସରରେ ସେ ବୁଲାବୁଲି କରୁଥିଲେ। ତେବେ ହଠାତ୍ ବୁଧବାର ସକାଳେ ତାଙ୍କ ମୃତଦେହ କୋର୍ଟ ପରିସରରେ ପଡିଥିବା ଦେଖିବାକୁ ମିଳିଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:କୋଟ ପରିସର ରୁ ମୃତ ଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣକ ଯେଣେ ଓକିଲ । ଅନୁଗୋଳ କୋଟ ପରିସର ରୁ ମିଳିଛି ଏହି ମୃତ ଦେହ ।Body:ଅନୁଗୋଳ କୋର୍ଟ ପରିସରର ରୁ ମୃତ ଦେହ ଉଦ୍ଧାର । । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ମୃତକ ଜଣକ ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ଅନ୍ତର୍ଗତ ନୂଆ ଓଡାପଡା ଗାଁର ପ୍ରତାପ କୁମାର ପଟନାୟକ ବୋଲି ଜଣା ପଡିଥିଲା। ପୋଲିସ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଛି। ତେବେ ମୃତୁ ପ୍ରତାପ ପୂର୍ବରୁ ଜଣେ ଓକିଲ ଭାବେ କାମ କରୁଥିଲେ। କିନ୍ତୁ ତାଙ୍କୁ କ୍ୟାନ୍ସର ହେବାପରେ ସ୍ତ୍ରୀ ଛାଡି ପଳାଇ ଥିଲେ। ସେଦିନରୁ ସେ ପାଗଳ ପରି ବୁଲୁଥିଲେ। 10 ଦିନ ହେଲା ଅନୁଗୋଳ କୋର୍ଟ ପରିସରରେ ବୁଲାବୁଲି କରୁଥିଲେ। ହଠାତ ଆଜି ସକାଳେ ସେ ମରି ପଡିଥିବା ଦେଖିବାକୁ ମିଳିଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.