ETV Bharat / state

ସାମାଜିକ ଦୂରତ୍ୱ କଟକଣାକୁ ଫୁ, ନାଲକୋ ପ୍ଲାଣ୍ଟ ସାମ୍ନାରେ ଶହଶହ କର୍ମଚାରୀ - କଟକଣାକୁ ଫୁ

ନାଲକୋ ପ୍ଲାଣ୍ଟ ସମ୍ମୁଖରେ ଏକତ୍ର ହେଲେ ହଜାର ହଜାର ଶ୍ରମିକ । ତାଲା ବନ୍ଦ ଓ ସାମାଜିକ ଦୂରତ୍ବ କଟକଣା ମାନିଲେ ହିଁ ଆମେ କୋରୋନାର ମୁକାବିଲା କରିପାରିବେ । ତାଲା ବନ୍ଦ ସ୍ଥିତି ସାରା ଦେଶରେ ଲାଗି ରହିଥିବା ବେଳେ ଅନୁଗୋଳ ଜିଲା ନାଲକୋ ପ୍ଲାଣ୍ଟରେ ଏ ସବୁଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

hundreds-of-employees
hundreds-of-employees
author img

By

Published : Apr 23, 2020, 12:58 PM IST

ଅନୁଗୋଳ: ସାମାଜିକ ଦୂରତ୍ୱ କଟକଣାକୁ ଫୁ । ନାଲକୋ ପ୍ଲାଣ୍ଟ ସମ୍ମୁଖରେ ଏକତ୍ର ହେଲେ ହଜାର ହଜାର ଶ୍ରମିକ । ତାଲା ବନ୍ଦ ଓ ସାମାଜିକ ଦୂରତ୍ବ କଟକଣା ମାନିଲେ ହିଁ ଆମେ କୋରୋନାର ମୁକାବିଲା କରିପାରିବେ । ତାଲା ବନ୍ଦ ସ୍ଥିତି ସାରା ଦେଶରେ ଲାଗି ରହିଥିବା ବେଳେ ଅନୁଗୋଳ ଜିଲା ନାଲକୋ ପ୍ଲାଣ୍ଟରେ ଏ ସବୁଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ସାମାଜିକ ଦୂରତ୍ୱ କଟକଣାକୁ ଫୁ, ନାଲକୋ ପ୍ଲାଣ୍ଟରେ ସାମ୍ନାରେ ଶହଶ୍ରାଧିକ କର୍ମଚାରୀ

ଆଜି ନାଲକୋର ସ୍ମେଲ୍ଟର ପ୍ଲାଣ୍ଟ ସମ୍ମୁଖରେ ହଜାର କର୍ମଚାରୀ ଓ ଶ୍ରମିକ ଙ୍କ ଭିଡ଼ ଦେଖିବାକୁ ମିଳିଛି । ଯେଉଁଠି ସାମାଜିକ ଦୂରତ୍ବକୁ କେହି ମାନି ନାହାନ୍ତି । ହଠାତ ହଜାର ଲୋକ ଗୋଟିଏ ସ୍ଥାନରେ ଏଖାଠି ହେବା କେଉଁଠି ନା କେଉଁଠି ସାମାଜିକ ଦୂରତ୍ବ ମାନିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ପ୍ଲାଣ୍ଟ ସମ୍ମୁଖରେ ପ୍ଲାଣ୍ଟ ପରିସରକୁ ପ୍ରବେଶ ଓ ପ୍ରସ୍ତାନ ରେ ଯିବା ଆସିବା ସମୟ ବ୍ୟବଧାନ କୁ ନେଇ CISF ଓ ଠିକା କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ କେନ୍ଦ୍ର କରି ସ୍ମେଲ୍ଟର ପ୍ଲାଣ୍ଟ ସମୁଖରେ ହଜାର ହଜାର ଠିକା ଶ୍ରମିକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ନାଲକୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବିଝାସୁଝା କରିଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.