ETV Bharat / state

ଅନୁଗୋଳ ଟିକରପଡାରେ ବନ୍ୟା ଯୋଗୁଁ 5 ଗାଁ ଜଳବନ୍ଦୀ, ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

ହୀରାକୁଦ ଜଳଭଣ୍ଡାରର ବନ୍ୟାଜଳ ନିଷ୍କାସନ ପରେ ଅନୁଗୋଳ ସାତକୋଶିଆ ଅଞ୍ଚଳରେ ଦେଖା ଦେଇଛି ବନ୍ୟା ପରିସ୍ଥିତି । ଅଧିକ ଖବର ପଢନ୍ତୁ...

ଅନୁଗୋଳ ଟିକରପଡାରେ ବନ୍ୟା ଯୋଗୁଁ 5 ଗାଁ ଜଳବନ୍ଦୀ

author img

By

Published : Aug 29, 2020, 7:51 PM IST

ଅନୁଗୋଳ: ହୀରାକୁଦ ଜଳ ଭଣ୍ଡାରର ବନ୍ୟାଜଳ ନିଷ୍କାସନ ପରେ ଅନୁଗୋଳ ସାତକୋଶିଆ ଅଞ୍ଚଳରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ଜିଲ୍ଲାର ଏହି ଅଞ୍ଚଳରେ ଥିବା ପାଞ୍ଚଟି ଗାଁରେ ବନ୍ୟାଜଳ ପ୍ରବେଶ କରିବା ସହ ସମଗ୍ର ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

ଅନୁଗୋଳ ଟିକରପଡାରେ ବନ୍ୟା ଯୋଗୁଁ 5 ଗାଁ ଜଳବନ୍ଦୀ
ଅନୁଗୋଳ ଟିକରପଡାରେ ବନ୍ୟା ଯୋଗୁଁ 5 ଗାଁ ଜଳବନ୍ଦୀ

ଜିଲ୍ଳାର ସାତକୋଶିଆର ଟିକରପଡା ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଛି । ଚାଷଜମି ବୁଡ଼ି ଯାଇଛି । ଲୋକଙ୍କ ଘର ଭାଙ୍ଗିଯିବା ସହ ଅନେକ ଘର ପାଣିରେ ବୁଡି ଯାଇଛି । 150ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ତିନୋଟି ରିଲିଫ କ୍ୟାମ୍ପରେ ଲୋକମାନଙ୍କୁ ରଖାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ଟିକରପଡାର ଗଇନ୍ଦି, ବେହେରା ସାହି ଆଦିକୁ ଯୋଗାଯୋଗ ଵିଚ୍ଛିନ୍ନ ହୋଇଥିବାବେଳେ ଘାଟସାହି ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.