ETV Bharat / state

ଧାନକ୍ଷେତ ଉଜାଡିଦେଲେ ହାତୀ ପଲ

ଧାନକ୍ଷେତରେ ହାତୀ ପଲ । ଉଜାଡ଼ି ଦେଲା ଏକର ଏକର ଫସଲ । ଅନୁଗୋଳ ଜିଲ୍ଲା କଣିହାଁ ବଜରକୋଟ ଗାଁ ଚାଷ ଜମିରେ ପସିଛନ୍ତି ହାତୀ ପଲ । ଅଧିକ ଖବର ପଢନ୍ତୁ...

author img

By

Published : Dec 11, 2019, 10:54 AM IST

ଧାନକ୍ଷେତରେ ଫସଲ ଉଜାଡିଦେଲେ ହାତୀ ପଲ
ଧାନକ୍ଷେତରେ ଫସଲ ଉଜାଡିଦେଲେ ହାତୀ ପଲ

ଅନୁଗୋଳ: ଧାନକ୍ଷେତରେ ହାତୀ ପଲ । ଉଜାଡ଼ି ଦେଲା ଏକର ଏକର ଫସଲ । ଅନୁଗୋଳ ଜିଲ୍ଲା କଣିହାଁ ବଜରକୋଟ ଗାଁ ଚାଷ ଜମିରେ ପସିଛନ୍ତି ହାତୀ ପଲ । କଣିହାଁ ବନାଞ୍ଚଳ ଅନ୍ତର୍ଗତ ବଜ୍ରକୋଟ ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।

ଧାନକ୍ଷେତରେ ଫସଲ ଉଜାଡିଦେଲେ ହାତୀ ପଲ

ମଙ୍ଗଳବାର ରାତିରେ ପ୍ରାୟ 26ଟିକିଆ ହାତୀପଲ ଗାଁରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ପ୍ରାୟ 5ଏକର ଜମିରେ ପାଚିଲା ଧାନ ଖାଇ ଦେବା ସହ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ହାତୀପଲ ଏବେ ମଧ୍ୟ ଗାଁ ନିକଟରେ ଥିବା ଜଣାପଡିଛି । ବର୍ତ୍ତମାନ ଧାନ ଅମଳ ବେଳ ହୋଇଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ବିଲକୁ ଧାନ କାଟି ଯିବାକୁ ଭୟ କରୁଛନ୍ତି ଚାଷୀ । ବନବିଭାଗ ହାତୀ ପଲଙ୍କୁ ଘଉଡାଇବାରେ ବିଫଳ ହୋଇଛନ୍ତି । ସେପଟେ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାସହ ଗାଁ ନିକଟରୁ ହାତୀ ପଲକୁ ଘଉଡାଇବାକୁ ଚାଷୀମାନେ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଧାନ କ୍ଷେତ ରେ ହାତୀ ପଲ । ଉଜାଡ଼ି ଦେଲ ଏକର ଏକର ଫସଲ । ଅନୁଗୋଳ ଜିଲା କଣିହାଁ ବଜରକୋଟ ଗାଁ ଚାଷ ଜମିରେ ପସିଛନ୍ତି ହାତୀ ପଲ । Body:ଅନୁଗୋଳ ଜିଲ୍ଲାର କଣିହାଁ ବନାଞ୍ଚଳ ଅନ୍ତର୍ଗତ ବଜ୍ରକୋଟ ଗାଁରେ ହାତୀ ଉପଦ୍ରବ। ଗତ କାଲି ରାତିରେ ପ୍ରାୟ 26ଟି ହାତୀ ଗାଁରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ପ୍ରାୟ 5ଏକର ଜମିରେ ପାଚିଲା ଧାନ ଖାଇ ଦେବା ସହ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ହାତୀ ପଲ ଏବେ ମଧ୍ୟ ଗାଁ ନିକଟରେ ଅଛନ୍ତି। ବର୍ତମାନ ଧାନ ଅମଳ ବେଳ ହୋଇ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବିଲକୁ ଧାନ କାଟି ଯିବାକୁ ଭୟ କରୁଛନ୍ତି। ବନ ବିଭାଗ ହାତୀ ପଲକୁ ଘଉଡାଇବାରେ ବିଫଳ ହୋଇଛନ୍ତି। ବନ ବିଭାଗ ହାତୀ ସ୍କୁଆର୍ଡ଼ ହାତୀ ପଲକୁ ଅନ୍ୟତ୍ର ଘଉଡାଇବାକୁ ଉଦ୍ୟମ କଲେ ମଧ୍ୟ ବିଫଳ ହେଉଛନ୍ତି। Conclusion:ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବସହ ଗାଁ ନିକଟରୁ ହାତୀ ପଲକୁ ଘଉଡାଇବାକୁ ଚାଷୀମାନେ ଦାବି କରିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.