ETV Bharat / state

Coal Mine: ନିଯୁକ୍ତି ଦାବି କରି ଅନଶନରେ ଛେଳିଆ ଗାଁ ଖଣି କ୍ଷତିଗ୍ରସ୍ତ

କୋଇଲା ଖଣିରେ ଜମି ହରାଇବା ଥିବା କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେଉନାହାନ୍ତି ଖଣି କର୍ତ୍ତୃପକ୍ଷ । ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ ସମ୍ମୁଖରେ ଧାରଣା ଦେଇଛନ୍ତି ଜମିହରା । ଅଧିକ ପଢନ୍ତୁ

g
g
author img

By

Published : Apr 4, 2022, 3:52 PM IST

ଅନୁଗୋଳ: କୋଇଲା ଖଣିରେ ଜମି ହରାଇବା ଥିବା କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେଉନାହାନ୍ତି ଖଣି କର୍ତ୍ତୃପକ୍ଷ । ଯାହାର ପ୍ରତିବାଦ କରିଛନ୍ତି କୋଇଲା ଖଣିରେ ଜମି ହରାଇଥିବା ଜିଲ୍ଲାର କଣିହାଁ ବ୍ଲକ ଛେଳିଆ ଗାଁ ଲୋକେ । ନିଯୁକ୍ତି ସହ ତିନି ଦଫା ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କ୍ଷତିଗ୍ରସ୍ତମାନେ ଅନଶନ କରିଛନ୍ତି ।

Coal Mine: ନିଯୁକ୍ତି ଦାବି କରି ଅନଶନରେ ଛେଳିଆ ଗାଁ ଖଣି କ୍ଷତିଗ୍ରସ୍ତ

ବହୁ ସଂଖ୍ୟକ ଜମିହରା ନିଯୁକ୍ତି ଦାବିରେ ଆନ୍ଦୋଳନରେ ବସିଛନ୍ତି । ଜିଲ୍ଲା ପ୍ରଶାସନ ଏହା ଭିତରେ ଅନେକ ଥର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ନିଯୁକ୍ତ ପତ୍ର ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । କଟ ଅଫ ଡେଟ 2020 ମସିହା ଡିସେମ୍ବର ଥିଲେ ମଧ୍ୟ ଏହା ଭିତରେ କୌଣସି ପଦକ୍ଷେପ ନେଉ ନାହାନ୍ତି କର୍ତ୍ତୃପକ୍ଷ । ଯାହାର ପ୍ରତିବାଦ କରିଛନ୍ତି ଜମିହରା । ଯେ ପର୍ଯ୍ୟନ୍ତ ନିଯୁକ୍ତି ନେଇ କୌଣସି ପଦକ୍ଷେପ ନିଆ ନ ଯାଇଛି ସେ ପର୍ଯ୍ୟନ୍ତ କେହି ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.