ETV Bharat / state

Panchayat Poll Result: ଭୋଟରଙ୍କୁ ଶ୍ରେୟ ଦେଲେ ବିଧାୟକ ରମେଶ ସାଏ - ପଞ୍ଚାୟତ ନିର୍ବାଚନ ଫଳ

ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ମୂଳପଛ କରିଛନ୍ତି ଲୋକେ । ବିଜୟ ପାଇଁ ନବୀନଙ୍କୁ କୃତଜ୍ଞତା, ଭୋଟରଙ୍କୁ ଶ୍ରେୟ ଦେଲେ ବିଧାୟକ ରମେଶ ସାଏ । ଅଧିକ ପଢନ୍ତୁ

Panchayat Poll Result: ଭୋଟରଙ୍କୁ ଶ୍ରେୟ ଦେଲେ ବିଧାୟକ ରମେଶ ସାଏ

author img

By

Published : Mar 13, 2022, 6:44 PM IST

ଅନୁଗୋଳ: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ମୂଳପୋଛ କରିଛନ୍ତି ଲୋକେ । ବିଜୟ ପାଇଁ ନବୀନଙ୍କୁ କୃତଜ୍ଞତା, ଭୋଟରଙ୍କୁ ଶ୍ରେୟ ଦେଲେ ବିଧାୟକ ରମେଶ ସାଏ । ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠମଲ୍ଲିକ ଏବଂ କିଶୋରନଗର ବ୍ଲକରେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ।

Panchayat Poll Result: ଭୋଟରଙ୍କୁ ଶ୍ରେୟ ଦେଲେ ବିଧାୟକ ରମେଶ ସାଏ

ତେବେ ଭୋଟର ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ରଖି ପ୍ରତ୍ୟେକ ସମିତି ସଭ୍ୟଙ୍କୁ ଜିତାଇଛନ୍ତି । ଏଣୁ ଏହି ସଫଳତା କେବଳ ଭୋଟରଙ୍କୁ ଶ୍ରେୟ ବୋଲି ବିଧାୟକ କହିଛନ୍ତି । ଏଥିସହ ବିଜେଡି ଦଳର କର୍ମୀ ଯେଉଁ ଭଳି ଭାବେ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଉଦ୍ୟମ କରି ପରିଶ୍ରମ କରିଛନ୍ତି ସେମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ଅନ୍ୟପଟେ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ସମସ୍ତ ଯୋଜନା କିଭଳି ପଞ୍ଚାୟତ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ ହୋଇ ପାରିବ ସେଥିପାଇଁ ଆମେ ସମସ୍ତେ ଆହୁରି ଉଦ୍ୟମ କରିବା ଦରକାର ବୋଲି ବିଧାୟକ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.