ETV Bharat / state

ଭାଲୁ ଆକ୍ରମଣରେ 2 ଭାଇ ଗୁରୁତର

ଦେବଗଡ ଜିଲ୍ଲାରେ ଭାଲୁ ଆତଙ୍କ । ବାରକୋଟ ଥାନା ଅଞ୍ଚଳରେ ଆଜି(ଶନିବାର) ଭାଲୁ ଆକ୍ରମଣର ଶିକାର ହୋଇ 2 ଭାଇ ଅନୁଗୋଳ ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

author img

By

Published : Jun 15, 2019, 12:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ରେଙ୍ଗାଲୀ ଗାଁରେ ଭାଲୁ ଆକ୍ରମଣ । ଶୌଚ ପାଇଁ ଯାଇଥିବାବେଳେ 2 ଭାଇ ଆକ୍ରମଣର ଶିକାର ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଶନିବାର ସକାଳ ସମୟରେ ଗାଁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ ଦୁଇ ଭାଇ । ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଭାଲୁ ଆତଙ୍କ । ଭାଲୁ ଆକ୍ରମଣ ରେ ଦୁଇ ଭାଇ ଗୁରୁତର । Body:ଭାଲୁ ଆକ୍ରମଣ ରେ ଦୁଇ ଭାଇ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି I ଆହତ ମନେ ହେଲେ ଭୁବନ ନାଏକ ଏବଂ ଲମ୍ବୋଦର ନାଏକ I ଶୌଚ ପାଇଁ ଯାଇଥିବାବେଳେ ଆକ୍ରମଣ କରିଥିଲା ଭାଲୁ I ଦେବଗଡ଼ ଜିଲା ବାରକୋଟ ଥାନ ରେଙ୍ଗାଲୀ ଗ୍ରାମ ରେ ଘଟିଛି ଘଟଣା Iଆଜି ସକାଳୁ ଭାଲୁ ଆକ୍ରମଣ ରେ ଦୁଇ ଭାଇ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି I ଦୁହେଁ ସକାଳୁ ଗାଁ ପାଖ ଜଙ୍ଗଲ କୁ ଶୌଚ ପାଇଁ ଯାଇଥିବାବେଳେ ଆକ୍ରମଣ ଶିକାର ହୋଇଥିଲେ I ଆହତ ମାନଙ୍କୁ ଗୁରୁତର ଅବସ୍ଥା ରେ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଚିକିତ୍ସIଳୟ ରେ ଭର୍ତି କରାଯାଇଛିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.