ETV Bharat / state

ଯୋଦ୍ଧାଙ୍କ ପାଇଁ ଓଡିଆଙ୍କ ସମ୍ମାନ - ଓଡିଆ ଙ୍କ ସମ୍ମାନ

ସବୁକିଛିକୁ ପଛରେ ପକାଇ କୋରୋନା ବିରୁଦ୍ଧରେ ଲଢ଼ୁଥିବା ଯୋଦ୍ଧା ପାଇଁ ସମସ୍ତ ଗାଇଛନ୍ତି ଓଡ଼ିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ । ଅଧିକ ପଢନ୍ତୁ...

bande-utkal-janani-song-in-the-anugul-collector-office

author img

By

Published : May 30, 2020, 7:59 PM IST

ଅନୁଗୋଳ: କୋରୋନା ଯୋଦ୍ଧାଙ୍କ ମନୋବଳକୁ ଆହୁରି ଦୃଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନକୁ ପାଳନ କରିଛନ୍ତି ସମସ୍ତେ । ସନ୍ଧ୍ୟା ଠିକ 5 ଟା 30 ସମୟରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଛନ୍ତି । ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ ତାଙ୍କର ପୁରା ଟିମ ସାମାଜିକ ଦୁରତା ବଜାୟ ରଖି କୋରନା ଯୋଦ୍ଧାଙ୍କ ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ଅନୁଗୋଳ ପୌରପାଳିକାରେ ମଧ୍ୟ ସମସ୍ତ କର୍ମଚାରୀ ସଙ୍ଗୀତ ଗାନ କରିଥିଲେ ।

ଯୋଦ୍ଧାଙ୍କ ପାଇଁ ଓଡିଆ ଙ୍କ ସମ୍ମାନ

ସେହିଭଳି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପି ଜଗମୋହନ ମିନା ଓ ସମସ୍ତ ପୋଲିସ କର୍ମଚାରୀ ମାନେ ମଧ୍ୟ ବନ୍ଦେ ଏହି ସଙ୍ଗୀତ ଗାନ କରିଥିଲେ । ସେହିଭଳି ସହର ଓ ଜିଲ୍ଲାର ପ୍ରତ୍ୟେକଟି ଲୋକ କୋରୋନା ବିରୁଦ୍ଧରେ ସଚେତନତା ପାଇଁ ଅହରହ କାର୍ଯ୍ୟ କରୁଥିବା ଡାକ୍ତର, ପୋଲିସ, ସରକାରୀ କର୍ମଚାରୀଙ୍କ ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.